ଅଗ୍ନ୍ୟାଶୟ ଅକ୍ଷମତା
From Wikipedia, the free encyclopedia
ଅଗ୍ନ୍ୟାଶୟ ଯେତେବେଳେ ସ୍ୱାଭାବିକ ପାଚନ କ୍ରିୟା ପାଇଁ ଉଦ୍ଧିଷ୍ଟ ପାଚକ ରସ ଓ ସଂତ୍ୱରକ (Enzyme) କ୍ଷରଣ କରିବାରେ ଅସମର୍ଥ ଅବା ଆଂଶିକ ଅସମର୍ଥ ହେଲେ ,ଏହାକୁ ଅଗ୍ନ୍ୟାଶୟ ଅକ୍ଷମତା(Pancreatic insufficiency) କୁହାଯାଇ ଥାଏ । ଏକ ସୁସ୍ଥ ଅଗ୍ନ୍ୟାଶୟ ପ୍ରତ୍ୟହ ୮ କପ୍ ପାଚକ ରସ ପାଚନ ସଂସ୍ଥାନକୁ କ୍ଷାରିତ କରିଥାଏ ।
- ଏହି ଲେଖାଟି ଅଗ୍ନାଶୟରେ ହେଉଥିବା କିଛି ଅସୁବିଧା ବାବଦରେ । ଅଗ୍ନାଶୟ ଗଠନ ଓ କାର୍ଯ୍ୟ ବିଷୟରେ ଜାଣିବା ପାଇଁ, ଅଗ୍ନାଶୟ ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ଅଗ୍ନ୍ୟାଶୟ, ଲାଟିନ ଭାଷାରେ ...
ଅଗ୍ନ୍ୟାଶୟ | |
---|---|
ଅଗ୍ନ୍ୟାଶୟ | |
1: Head of pancreas 2: Uncinate process of pancreas 3: Pancreatic notch 4: Body of pancreas 5: Anterior surface of pancreas 6: Inferior surface of pancreas 7: Superior margin of pancreas 8: Anterior margin of pancreas 9: Inferior margin of pancreas 10: Omental tuber 11: Tail of pancreas 12: Duodenum | |
ଲାଟିନ ଭାଷାରେ | Pancreas |
Gray's | subject #251 1199 |
ଧମନୀ | inferior pancreaticoduodenal artery, superior pancreaticoduodenal artery, splenic artery |
ଶିରା | pancreaticoduodenal veins, pancreatic veins |
ସ୍ନାୟୁ | pancreatic plexus, celiac ganglia, vagus[1] |
Precursor | pancreatic buds |
MeSH | Pancreas |
Dorlands/Elsevier | Pancreas |
Close
ଅଗ୍ନ୍ୟାଶୟ ଅକ୍ଷମତା ହେବାଦ୍ୱାରା ତୀବ୍ର କୁପୋଷଣ ଜନିତ ବ୍ୟାଧି ଦେଖାଯାଇ ପାରେ । ଯେହେତୁ ଅସମ୍ପୂର୍ଣ ପାଚନ ହୋଇଥାଏ ,ଏହାଦ୍ୱାରା ଆହାର ରସ ଓ ଦ୍ରବ୍ୟ ସମ୍ପୁର୍ଣ୍ଣ ଶୋଷିତ ହୋଇନଥାଏ । ଶରୀରରେ ବିଭିନ୍ନ ଜୀବନଦାୟୀ ତତ୍ତ୍ୱ ଓ ଖଣିଜ ଲବଣର ଘୋର ଅଭାବ ପରିଲିକ୍ଷିତ ହୁଏ ।