ଏସିଆ ରାଜମାର୍ଗ ୧
From Wikipedia, the free encyclopedia
ଏସିଆ ରାଜମାର୍ଗ ୧ (ଏ ଏଚ ୧) "ଏସିଆ ରାଜମାର୍ଗ ଜାଲ"ର ସବୁଠାରୁ ଲମ୍ବା ରାଜମାର୍ଗ ଅଟେ । ଏହାର ମୂଳ ଲମ୍ବା ୨୦,୫୫୭ କିଲୋମିଟର (୧୨,୭୭୪ ମିଲି) ଅଟେ । ଏହା ଟୋକିୟୋ, ଜାପାନରୁ ଆରମ୍ଭ କରି କୋରୀୟା, ଚୀନ ଜନବାଦୀ ଗଣରାଜ୍ୟ, ହଙ୍ଗକଙ୍ଗ, ଦକ୍ଷୀଣ-ପୂର୍ବ ଏସିଆ, ବଙ୍ଗଳା ଦେଶ, ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନରୁ ହୋଇ ତୁର୍କୀ ଏବଂ ବୁଲ୍ଗାରିୟା ପର୍ଯ୍ୟନ୍ତ ଯାଇଥାଏ ।