ଘିକୁଆଁରୀ
From Wikipedia, the free encyclopedia
ଘିକୁଆଁରୀ (/ˈæloʊiː/ ଅଥବା /ˈæloʊ/) ଏକ ସରସ ଉଦ୍ଭିଦ ଶ୍ରେଣୀ । ପ୍ରଥମ ଶତାବ୍ଦୀରୁ ଏହି ଶ୍ରେଣୀର ଉଦ୍ଭିଦଟି ଭେଷଜ ଔଷଧ ତିଆରିରେ ଲାଗେ ବୋଲି ବାରମ୍ବାର ଲେଖାରେ ଦେଖିବାକୁ ମିଳିଥାଏ । ଘିକୁଆଁରୀରୁ ବାହାରୁଥିବା ରସ ଆଦି ଏହାର ପୁନର୍ଯୌବନ ଲାଭକାରୀ, ଆରୋଗ୍ୟକାରୀ, ସୁଖକାରୀ ଗୁଣ ଥିବା ନାମରେ ଲୋକଙ୍କୁ ବତାଇ ବିଭିନ୍ନ ଅଙ୍ଗରାଗ ଓ ବିକଳ୍ପ ଚିକିତ୍ସା ପଦ୍ଧତିରେ ଲାଗିଥାଏ । ତେବେ ମିଳିଥିବା ପ୍ରମାଣ ଅନୁସାରେ ଘିକୁଆଁରୀର ଉତ୍ପାଦରେ କୌଣସି ରୋଗନାଶକାରୀ ଓ ଅଙ୍ଗରାଗକାରୀ ଗୁଣ ଥିବା [3] ବାରମ୍ବାର ପରୀକ୍ଷାରେ ଓଲଟା ଫଳ ଦେଇଛି । [4][5][6]
Quick Facts ଘିକୁଆଁରୀ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ଘିକୁଆଁରୀ | |
---|---|
ଫୁଲର ସବୁ ଅଂଶ ସୁକ୍ଷ୍ମ ଭାବେ ଥିବା ଘିକୁଆଁରୀ ଗଛ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ଏକବୀଜପତ୍ରୀ |
ଗଣ: | ଆସ୍ପାରାଗେଲ |
Family: | Asphodelaceae |
Subfamily: | Asphodeloideae |
Genus: | Aloe |
ଜାତି: | A. vera |
ବାଇନୋମିଆଲ ନାମ | |
Aloe vera (ଏଲ.) ବର୍ମ.ଏଫ. | |
Synonyms[1][2] | |
|
Close