ଟେଟ୍ରାସାଇକ୍ଲିନ
ସୁମାଇସିନ / From Wikipedia, the free encyclopedia
ଟେଟ୍ରାସାଇକ୍ଲିନ (ଇଂରାଜୀ ଭାଷାରେ Tetracycline), ବିକ୍ରୟ ନାମ ସୁମାଇସିନ/Sumycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ସଂକ୍ରମଣମାନଙ୍କ (infections) ଚିକିତ୍ସାରେ ବ୍ୟବହାର କରାଯାଏ । ମୁଖବ୍ରଣ, କଲେରା, ପ୍ଲେଗ (plague), ବ୍ରୁସେଲୋସିସ (brucellosis), ମ୍ୟାଲେରିଆ ଓ ସିଫିଲିସ୍ ଆଦି ରୋଗମାନଙ୍କରେ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ । [1]
Clinical data | |
---|---|
Pronunciation | /ˌtɛtrəˈsaɪkliːn/ |
Trade names | Sumycin, others |
AHFS/Drugs.com | monograph |
MedlinePlus | a682098 |
data |
|
Pregnancy category |
|
Routes of administration | By mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 75% |
Metabolism | Not metabolized |
Elimination half-life | 8–11 hours, 57–108 hours (kidney impairment) |
Excretion | Urine (>60%), feces |
Identifiers | |
CAS Number |
|
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.000.438 |
Chemical and physical data | |
Formula | C22H24N2O8 |
Molar mass | 444.435 g/mol |
3D model (JSmol) | |
SMILES
| |
InChI
| |
(verify) |
ଟେଟ୍ରାସାଇକ୍ଲିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ, ଅରୁଚି ଆଦି ଲକ୍ଷଣମାନ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ୮ ବର୍ଷ ବୟସ୍କ ପିଲାଙ୍କୁ ଏହା ଦେଉଥିଲେ ସଠିକ୍ ଦାନ୍ତ ବୃଦ୍ଧି ହୁଏ ନାହିଁ, ବୃକ୍କ ସମସ୍ୟା (kidney problems) ଓ ସହଜରେ ସନବର୍ଣ୍ଣ (sunburn) ହୋଇପାରେ । ଗର୍ଭାବସ୍ଥାରେ ଏହି ଔଷଧ ଶିଶୁପ୍ରତି ହାନୀକାରକ ହୋଇପାରେ । ଏହା ଟେଟ୍ରାସାଇକ୍ଲିନସ (tetracyclines) ଶ୍ରେଣୀର ଏକ ଔଷଧ । ଜୀବାଣୁର ପ୍ରୋଟିନ ତିଆରି ଶକ୍ତିକୁ ଏହି ଔଷଧ ଅବରୋଧ କରିଦିଏ ।[1]
ସନ ୧୯୫୩ରେ ଟେଟ୍ରାସାଇକ୍ଲିନ ପେଟେଣ୍ଟ ହେବାପରେ ସନ ୧୯୭୮ରେ ବ୍ୟବସାୟିକ ବ୍ୟବହାର ଆରମ୍ଭ ହେଲା ।[2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ଏହା ଜେନେରିକ ଔଷଧ ନାମରେ (generic medication) ମିଳେ ।[1] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷର କ୍ରୟ ମୂଲ୍ୟ ୦.୩୫ରୁ ୧.୭୮ ଆମେରିକୀୟ ଡଲାର ।[4] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ କୋର୍ଷର ମୂଲ୍ୟ ୨୫ ଆମେରିକୀୟ ଡଲାର ।[5] ସ୍ଟ୍ରେପ୍ଟୋମାଇସେସ (Streptomyces) ନାମକ ଏକ ଜୀବାଣୁରୁ ଟେଟ୍ରାସାଇକ୍ଲିନ ପ୍ରଥମେ ପ୍ରସ୍ତୁତ କରାଯାଉଥିଲା ।[1]