![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/70/Shashi_Tharoor.jpg/640px-Shashi_Tharoor.jpg&w=640&q=50)
ଶଶି ଥରୁର
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ଶଶି ଥରୁର ଦିଲ୍ଲୀରେ ଭାରତ ସରକାରଙ୍କ ମନ୍ତ୍ରୀ ଥିଲେ। ଥରୁର ତିନି ଥର ଥିରୁଅନନ୍ତପୁରମରୁ ସାଂସଦ ଅଛନ୍ତି। ଏହା ପୁର୍ବରୁ ସେ ସଂଯୁକ୍ତ ରାଷ୍ଟ୍ର ମହାସଂଘର ଉପ ମହାସଚିବ ଥିଲେ ଓ ୨୦୦୬ ମସିହାରେ ମହାସଚିବ ପଦ ପାଇଁ ନିର୍ବାଚନ ଲଢିଥିଲେ ।
Quick Facts ଶଶି ଥରୁର, ସାଂସଦ – ଲୋକ ସଭା ...
ଶଶି ଥରୁର | |
---|---|
![]() ଶଶି ଥରୁର | |
ସାଂସଦ – ଲୋକ ସଭା | |
Incumbent | |
Assumed office ୨୦୦୯ | |
ପୂର୍ବ ଅଧିକାରୀ | ପନୟାନ ରବିନ୍ଦ୍ରନ |
ନିର୍ବାଚନ ମଣ୍ଡଳୀ | ଥିରୁଅନନ୍ତପୁରମ |
ଶିକ୍ଷା ରାଜ୍ୟ ମନ୍ତ୍ରୀ | |
କାର୍ଯ୍ୟକାଳ ୨୮ ଅକ୍ଟୋବର ୨୦୧୪ – ୧୮ ମଇ ୨୦୧୪ | |
ପ୍ରଧାନ ମନ୍ତ୍ରୀ | ମନମୋହନ ସିଂହ |
ପୂର୍ବ ଅଧିକାରୀ | ଦଗୁବତି ପୁରନ୍ଦେଶ୍ୱରୀ |
ବିଦେଶ ରାଜ୍ୟ ମନ୍ତ୍ରୀ | |
କାର୍ଯ୍ୟକାଳ ୨୮ ମଇ – ୧୮ ଅପ୍ରିଲ ୨୦୧୦ | |
ପ୍ରଧାନ ମନ୍ତ୍ରୀ | ମନମୋହନ ସିଂହ |
ପୂର୍ବ ଅଧିକାରୀ | ଆନନ୍ଦ ଶର୍ମା |
ପର ଅଧିକାରୀ | ଇ. ଅହମଦ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1956-03-09) ୯ ମାର୍ଚ୍ଚ ୧୯୫୬ (ବୟସ ୬୮) ଳଣ୍ଡନ, ୟୁନାଇଟେଡ କିଙ୍ଗଡମ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ତିଲୋତମା ମୁଖର୍ଜୀ (ଛାଡ଼ ପତ୍ର) କ୍ଷ୍ରୀଷ୍ଟା ଗିଲ୍ସ (ଛାଡ଼ ପତ୍ର) ସୁନନ୍ଦା ପୁସ୍କର (୨୦୧୦-୨୦୧୪ (ମୃତ୍ୟୁ ଯାଏ))[1] |
ସନ୍ତାନ | ଇସାନ, କନସିକ |
ଘର | ନୂଆ ଦିଲ୍ଲୀ/ଥିରୁଅନନ୍ତପୁରମ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଷ୍ଠିଫେନ କଲେଜ (BA) ଟଫ୍ଟ ବିଶ୍ୱବିଦ୍ୟାଳୟ (MA, PhD) |
ବୃତ୍ତି | ଲେଖକ, ରାଜନୟୀକ, ରାଜନେତା |
ୱେବସାଇଟ | shashitharoor.in |
Close