ଶୁଆ
ଏହା ଏକ ପକ୍ଷୀ ଅଟେ / From Wikipedia, the free encyclopedia
ଶୁଆ ମୋଟାମୋଟି ଭାବେ ୩୯୩ ଜାତିର ଅଟନ୍ତି । ଶୁଆକୁ ସିଟାସିନି ମଧ୍ୟ କୁହାଯାଏ । ଏହି ଶୁଆମାନେ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଅଞ୍ଚଳରେ ମୁଖ୍ୟତଃ ଦେଖାଯାଆନ୍ତି । ଶୁଆମାନଙ୍କୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି।ଯଥା:-ସିଟାକୋଏଡିଆ(ପ୍ରକୃତ ଶୁଆ),କାକୁଟୋଏଡିଆ(କୋକା ଟୋସ୍) ଓ ସ୍ଟ୍ରିଗୋପୋଏଡିଆ(ନିଉଜଲ୍ୟାଣ୍ଡ ଶୁଆ)। ଶୁଆକୁ ଶୂକ ମଧ୍ୟ କୁହାଯାଏ।
Quick Facts ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ, Superfamilies ...
ଶୁଆ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Clade: | Psittacopasserae |
Order: | Psittaciformes Wagler, 1830 |
Superfamilies | |
Cacatuoidea (cockatoos) | |
Range of parrots, all species (red) |
Close