ହର୍ଷ ଭୋଗଲେ
From Wikipedia, the free encyclopedia
ହର୍ଷ ଭୋଗଲେ (ଜନ୍ମ: ୧୯ ଜୁଲାଇ ୧୯୬୧) ଜଣେ ଭାରତୀୟ କ୍ରିକେଟ ଭାଷ୍ୟକାର, ସମୀକ୍ଷକ ତଥା ସାମ୍ବାଦିକ ଅଟନ୍ତି ।[1] ସେ ହାଇଦ୍ରାବାଦର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଆଇଆଇଏମ ଉଦୟପୁରର ପରିଚାଳାନ ସମିତିର ସଭ୍ୟ ଅଟନ୍ତି ।[2]
Quick Facts ହର୍ଷ ଭୋଗଲେ, ଜନ୍ମ ...
ହର୍ଷ ଭୋଗଲେ | |
---|---|
ଜନ୍ମ | (1961-07-19) ୧୯ ଜୁଲାଇ ୧୯୬୧ (ବୟସ ୬୨) |
ଶିକ୍ଷା | ଓସମାନିଆ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ ଆଇଆଇଏମ ଅହମଦାବାଦ |
ବୃତ୍ତି | ଟେଲିଭିଜନ ଭାଷ୍ୟକାର ଓ ଉପସ୍ଥାପକ |
ବୈବାହିକ-ସାଥୀ | ଅନୀତା |
ସନ୍ତାନ | ଚିନ୍ମୟ ଓ ସଚିତ |
ୱେବସାଇଟ | www |
Close