ହାଇପରଟ୍ରାଇଗ୍ଲାଇସେରିଡେମିଆ
From Wikipedia, the free encyclopedia
ହାଇପରଟ୍ରାଇଗ୍ଲାଇସେରିଡେମିଆ, ଟ୍ରାଇଗ୍ଲାଇସେରାଇଡର ଉଚ୍ଚ ( ହାଇପର- ) ରକ୍ତ ସ୍ତର ( -ମିଆ )କୁ ସୂଚିତ କରେ ଓ ଅଧିକାଂଶ ଜୀବଙ୍କ ଶରୀରରେ ପ୍ରଚୁର ପରିମାଣରେ ଏହି ଚର୍ବିଳ ଅଣୁ ବା ଫ୍ୟାଟି ଅଣୁ ଥାଏ । ଉଚ୍ଚ ସ୍ତରର ଟ୍ରାଇଗ୍ଲାଇସେରାଇଡ୍ ଆଥେରୋସ୍କ୍ଲେରୋସିସ୍ ସହିତ ଜଡ଼ିତ, ଯାହାହାଇପରକୋଲେଷ୍ଟେରୋମିଆ (ଉଚ୍ଚ କୋଲେଷ୍ଟ୍ରୋଲ୍ ସ୍ତର) ର ଅନୁପସ୍ଥିତିରେ ଥାଇପାରେ ଏବଂ ହୃଦ୍ ରୋଗ ହେବାର ସମ୍ଭାବାନ ଅଧିକ ଥାଏ । ଅତ୍ୟଧିକ ଉଚ୍ଚ ଟ୍ରାଇଗ୍ଲାଇସରାଇଡ୍ ସ୍ତର ତୀବ୍ର ଅଗ୍ନାଶୟ ରୋଗର ଆଶଙ୍କା ମଧ୍ୟ ବଢ଼ାଇଥାଏ | ହାଇପରଟ୍ରିଗ୍ଲାଇସେରିଡେମିଆ ସାଧାରଣତଃ ଲକ୍ଷଣବିହୀନ ଥାଏ ଯଦିଓ ଉଚ୍ଚ ସ୍ତର ଚର୍ମ ରୋଗ ଜାନ୍ଥୋମାସ୍ ସହିତ ଜଡ଼ିତ ହୋଇପାରେ । [1]
Quick Facts Hypertriglyceridemia, ବିଭାଗ ...
Hypertriglyceridemia | |
---|---|
ବିଭାଗ | Endocrinology |
ବିପଦ କାରକ | Atherosclerosis |
ସଠିକ ରୋଗ ନିର୍ଣ୍ଣୟ | Hyperlipidemia |
Close