![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/84/Periodic_table.svg/langor-640px-Periodic_table.svg.png&w=640&q=50)
ପର୍ଯ୍ୟାୟ ସାରଣୀ
From Wikipedia, the free encyclopedia
ପର୍ଯ୍ୟାୟ ସାରଣୀ ହେଉଛି ପରମାଣୁ କ୍ରମାଙ୍କ, ଇଲେକ୍ଟ୍ରୋନ ବିନ୍ୟାସ, ରାସାୟନିକ ଧର୍ମ ଅନୁସାରେ ସଜଡା ହୋଇଥିବା ରାସାୟନିକ ମୌଳିକମାନଙ୍କର ଏକ ସାରଣୀବଦ୍ଧ ରୂପ । ଏଥିରେ ମୌଳିକ ଗୁଡ଼ିକ ପରମାଣୁ ସଂଖ୍ୟାର (ପ୍ରୋଟୋନ ସଂଖ୍ୟା) ଊର୍ଦ୍ଧ୍ୱ-କ୍ରମରେ ସଜା ଯାଇଥାଏ ।
- ଏହି ଲେଖାଟି ରସାୟନ ବିଜ୍ଞାନରେ ବ୍ୟବହୃତ ସାରଣୀ ବାବଦରେ । ଅନ୍ୟାନ୍ୟ ବ୍ୟବହାର ପାଇଁ, ପର୍ଯ୍ୟାୟ ସାରଣୀ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
![Thumb image](http://upload.wikimedia.org/wikipedia/commons/thumb/8/84/Periodic_table.svg/640px-Periodic_table.svg.png)