ସୀତାକାନ୍ତ ମହାପାତ୍ର
କବି ଓ ସାହିତ୍ୟ ସମାଲୋଚକ / From Wikipedia, the free encyclopedia
ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ ।[1] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
- ଏହି ଲେଖାଟି କବି ଓ ସାହିତ୍ୟ ସମାଲୋଚକ ବାବଦରେ । ବାକିସବୁ ପାଇଁ, ସୀତାକାନ୍ତ ମହାପାତ୍ର (ରାଜନେତା) ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ସୀତାକାନ୍ତ ମହାପାତ୍ର, ଜନ୍ମ ...
ସୀତାକାନ୍ତ ମହାପାତ୍ର | |
---|---|
ଜନ୍ମ | (1937-09-17) ୧୭ ସେପ୍ଟେମ୍ବର ୧୯୩୭ (ବୟସ ୮୬) ମାହାଙ୍ଗା, କଟକ ଜିଲ୍ଲା |
ବୃତ୍ତି | ପ୍ରଶାସନିକ ଅଧିକାରୀ |
ପ୍ରସିଦ୍ଧି | କବି, ସାହିତ୍ୟ ସମାଲୋଚକ |
ଉଲ୍ଲେଖନୀୟ କୃତି | ଶବଦର ଆକାଶ (୧୯୭୧) ସମୁଦ୍ର (୧୯୭୭) |
Close