ଭାରତୀୟ ଓଡ଼ିଆ-ଭାଷୀ ଲେଖକ From Wikipedia, the free encyclopedia
ଅଚ୍ୟୁତାନନ୍ଦ ପତି (୨୬ ଜୁନ ୧୯୨୭)[1] ଜଣେ ଓଡ଼ିଆ ସାହିତ୍ୟିକ ।[2] ଗଳ୍ପପୁସ୍ତକ ସିକ୍ତ ସୈକତ, ଅଶୁଭ ପୁତ୍ରର କାହାଣୀ ଓ କାହାଣୀ ନୁହେଁ କାବ୍ୟ ଆଦି ତାଙ୍କର ଜନପ୍ରିୟ ସାହିତ୍ୟ କୃତି । ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ନିମନ୍ତେ ସେ ଅନେକ ପୁରସ୍କାରରେ ଭୂଷିତ । ୨୦୦୮ରେ ତାଙ୍କ ରଚିତ 'ଚା'ରୁ ଚୈତନ୍ୟ (ଗଳ୍ପ)ନିମନ୍ତେ ତାଙ୍କୁ ୨୦୧୩ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି ।[3][4][5]
ଅଚ୍ୟୁତାନନ୍ଦ ପତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନରହରିପୁର, କୋଦଣ୍ଡପୁର, ଯାଜପୁର ଜିଲ୍ଲା | ୨୬ ଜୁନ ୧୯୨୭
ଭାଷା | ଓଡ଼ିଆ |
ସାହିତ୍ୟ କୃତି | 'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ ସିକ୍ତ ସୈକତ ଅଶୁଭ ପୁତ୍ରର କାହାଣୀ କାହାଣୀ ନୁହେଁ କାବ୍ୟ |
ପୁରସ୍କାର | ଶାରଳା ପୁରସ୍କାର, ୨୦୧୩ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୦୨ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.