ଅଜୟ କୁମାର ପରିଡ଼ା
ଭାରତୀୟ ଜୀବବିଜ୍ଞାନୀ / From Wikipedia, the free encyclopedia
ଅଜୟ କୁମାର ପରିଡ଼ା (୧୨ ଡିସେମ୍ବର ୧୯୬୩ - ୧୯ ଜୁଲାଇ ୨୦୨୨) [1][2] ଜଣେ ଭାରତୀୟ ଜୀବବିଜ୍ଞାନୀ ଥିଲେ । ସେ କୃଷି, ଉଦ୍ଭିଦ ଆଣବିକ ଜୀବବିଜ୍ଞାନ (ପ୍ଲାଣ୍ଟ ମଲିକ୍ୟୁଲାର ବାୟୋଲୋଜି) ଓ ବାୟୋଟେକ୍ନୋଲୋଜି ଆଦି ବିଷୟମାନଙ୍କରେ ଅବଦାନ କରିଥିଲେ । ୨୦୧୪ ମସିହାରେ ତାଙ୍କର ତାଙ୍କର ବିଜ୍ଞାନ ଓ ଟେକ୍ନିଲୋଜିକୁ ଅବଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା [3][4]