ଆଇସୋସର୍ବାଇଡ ଡାଇନାଇଟ୍ରେଟ
From Wikipedia, the free encyclopedia
ଆଇସୋସର୍ବାଇଡ ଡାଇନାଇଟ୍ରେଟ (ଇଂରାଜୀ ଭାଷାରେ Isosorbide dinitrate ବା ISDN) ଏକ ଔଷଧ ଯାହା ହୃଦ୍ପାତ, ଏସୋଫେଜିଆଲ ସ୍ପାଜ୍ମ (esophageal spasms) ରୋଗମାନଙ୍କରେ ଓ ଆଞ୍ଜିନା ପେକ୍ଟୋରିସ (chest pain from not enough blood flow to the heart) ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ବିଶେଷତଃ କୃଷ୍ଣକାୟ ଲୋକଙ୍କର ସିସ୍ଟୋଲିକ ଡିସଫଙ୍କସନ (systolic dysfunction) ରୋଗ ଥିଲେ ହାଇଡ୍ରାଲାଜିନ (hydralazine) ସହିତ ଆଇସୋସର୍ବାଇଡ ଡାଇନାଇଟ୍ରେଟ ଦିଆଯାଏ ।[2][1] ଏହା ପାଟିରେ ଦିଆଯାଏ ।[1]
Clinical data | |
---|---|
Trade names | Isordil, others[1] |
Synonyms | (3R,3aS,6S,6aS)-hexahydrofuro[3,2-b]furan-3,6-diyl dinitrate |
AHFS/Drugs.com | monograph |
Pregnancy category |
|
Routes of administration | by mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 10–90%, average 25% |
Metabolism | Liver |
Elimination half-life | 1 hour |
Excretion | Kidney |
Identifiers | |
IUPAC name
| |
CAS Number |
|
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.001.583 |
Chemical and physical data | |
Formula | C6H8N2O8 |
Molar mass | 236.136 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଆଇସୋସର୍ବାଇଡ ଡାଇନାଇଟ୍ରେଟର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ପୋସ୍ଚୂରାଲ ହାଇପୋଟେନସନ (lightheadedness with standing) ଓ ଝାପସା ଦୃଷ୍ଟି (blurred vision) ଆଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଅଳ୍ପ ରକ୍ତଚାପ (low blood pressure) ହୋଇପାରେ । ଗର୍ଭାବସ୍ଥାରେ ଶିଶୁ ପ୍ରତି ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । ସିଲଡେନାଫିଲ (sildenafil) ଶ୍ରେଣୀର ଔଷଧ ସାଥୀରେ ଏହି ଔଷଧ ଦିଆଯାଏନାହିଁ । ଏହା ନାଇଟ୍ରେଟ ଶ୍ରେଣୀର ଏକ ଔଷଧ ଯାହା ରକ୍ତନଳୀ ସ୍ଫୀତ (dilating blood vessels) କରି କାର୍ଯ୍ୟକାରୀ ହୁଏ ।[1]
ସନ ୧୯୩୯ରେ ପ୍ରଥମେ ଆଇସୋସର୍ବାଇଡ ଡାଇନାଇଟ୍ରେଟ ବିଷୟ ଲିପିବଦ୍ଧ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[1] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୬.୩୬ ଆମେରିକୀୟ ଡଲାର ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ ।[6] ଏହାର ଏକ ଦୀର୍ଘକାଳୀନ ଫର୍ମୁଲା ମଧ୍ୟ ମିଳେ । [1]