![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/be/International_Youth_Day_in_North_Korea_03.jpg/640px-International_Youth_Day_in_North_Korea_03.jpg&w=640&q=50)
ଆନ୍ତର୍ଜାତୀୟ ଯୁବ ଦିବସ
From Wikipedia, the free encyclopedia
ଆନ୍ତର୍ଜାତୀୟ ଯୁବ ଦିବସ ମିଳିତ ଜାତିସଂଘଦ୍ୱାରା ପାଳନ କରାଯାଉଥିବା ଏକ ବାର୍ଷିକ ଉତ୍ସବ । ଯୁବାମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରାଇବା ଏଇ ଦିବସର ଉଦ୍ଦେଶ୍ୟ । ପ୍ରଥମ ଯୁବ ଦିବସ ୨୦୦୦ ମସିହାରେ ପାଳିତ ହୋଇଥିଲା । ଏହି ଦିବସରେ ଭାରତ ସରକାରଙ୍କ ତରଫରୁ "ଜାତୀୟ ଯୁବ ସମ୍ମାନ" ପ୍ରଦାନ କରାଯାଇଥାଏ ।[1][2]
Quick Facts ଆନ୍ତର୍ଜାତୀୟ ଯୁବ ଦିବସ, ତାରିଖ ...
ଆନ୍ତର୍ଜାତୀୟ ଯୁବ ଦିବସ | |
---|---|
![]() ଉତ୍ତର କୋରିଆରେ ଆନ୍ତର୍ଜାତୀୟ ଯୁବ ଦିବସ ଉତ୍ସବ ପାଳନ | |
ତାରିଖ | ୧୨ ଅଗଷ୍ଟ |
ପୁନଃପୌନିକତା | ବାର୍ଷିକ |
Close