![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/34/The_tree_at_whose_platform_Azad_shot_himself.jpg/640px-The_tree_at_whose_platform_Azad_shot_himself.jpg&w=640&q=50)
ଆଲଫ୍ରେଡ ପାର୍କ , ଆଲାହାବାଦ
From Wikipedia, the free encyclopedia
ଆଲଫ୍ରେଡ ପାର୍କ (ବ୍ରିଟିଶ ସମୟରେ , ପରେ ଚନ୍ଦ୍ରଶେଖର ପାର୍କ ନାମରେ ନାମିତ ) , ଏକ ସର୍ବସାଧାରଣ ପାର୍କ , ଯାହା ବ୍ରିଟିଶ ମାନଙ୍କଦ୍ୱାରା 1870 ମସିହାରେ ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶର ଇଲାହାବାଦ [2][3]ସହରରେ ନିର୍ମିତ ହେଇଥିଲା । ରାଜପୁତ୍ର ମର୍କ ଆଲଫ୍ରେଡଙ୍କ ଭାରତ ଭ୍ରମଣ ସମୟରେ ଏହି 33 ଏକର ବିଶିଷ୍ଟ ପାର୍କ ନିର୍ମିତ ହେଇଥିଲା । ଏହା ଆଲାହାବାଦର ବୃହତ୍ତମ ପାର୍କ । ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଅଜଡଙ୍କ ନାମ ଅନୁସାରେ ଏହାର ନାମ ସ୍ୱାଧୀନତା ପରେ ଚନ୍ଦ୍ରଶେଖର ପାର୍କ କରାହେଇଥିଲେ ମଧ୍ୟ ଲୋକେ ଏହାକୁ ଆଲଫ୍ରେଡ ପାର୍କ ନାମରେ ଜାଣନ୍ତି ।
Quick Facts Chandrasekhar Azad Park, Type ...
Chandrasekhar Azad Park | |
---|---|
![]() | |
Type | Public park |
Location | Georgetown in Allahabad, India |
Coordinates | 25°27′N 80°50′E |
Area | 133 acres (54 ha)[1] |
Status | Open all year |
Close
![Thumb image](http://upload.wikimedia.org/wikipedia/commons/thumb/3/34/The_tree_at_whose_platform_Azad_shot_himself.jpg/640px-The_tree_at_whose_platform_Azad_shot_himself.jpg)
![Thumb image](http://upload.wikimedia.org/wikipedia/commons/thumb/f/ff/Queen_Victoria%27s_Memorial_in_Alfred_park%2CAllahabad%2C_U.P.%2C_India..jpg/640px-Queen_Victoria%27s_Memorial_in_Alfred_park%2CAllahabad%2C_U.P.%2C_India..jpg)
![Thumb image](http://upload.wikimedia.org/wikipedia/commons/thumb/4/4f/KITLV_91941_-_Unknown_-_Thornhill_Mayne_Memorial_at_Allahabad_in_India_-_Around_1860.tif/lossy-page1-640px-KITLV_91941_-_Unknown_-_Thornhill_Mayne_Memorial_at_Allahabad_in_India_-_Around_1860.tif.jpg)