ଆଲମୋଡ଼ା
ଉତ୍ତରାଖଣ୍ଡ ରାଜ୍ୟର ଏକ ନଗର / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ଆଲମୋଡ଼ା अल्मोड़ा, ଦେଶ ...
ଆଲମୋଡ଼ା
अल्मोड़ा | |
---|---|
ଶୈଳନିବାଶ | |
Nickname: ସାଂସ୍କୃତିକ ନଗର | |
Coordinates: 29.5971°N 79.6591°E / 29.5971; 79.6591 | |
ଦେଶ | ଭାରତ |
ରାଜ୍ୟ | ଉତ୍ତରାଖଣ୍ଡ |
ଅଞ୍ଛଳ | କୁମାୟୁନ |
ଜିଲ୍ଲା | ଆଲମୋଡ଼ା |
ସ୍ଥାପିତ | 1568 |
Founded by | ରାଜା କଲ୍ୟାଣ ଚାନ୍ଦ |
Government | |
• Type | ମେୟର-କାଉନସିଲ |
• ମେୟର | Prakash Joshi[1] |
Elevation | 1,642 m (5,387 ft) |
Population (2011)[2] | |
• Total | ୩୫,୫୧୩ |
• Rank | 14th (in Uttarakhand) |
ଭାଷା | |
• ସରକାରୀ | ହିନ୍ଦୀ ସଂସ୍କୃତ |
• କଥିତ ଭାଷା | କୁମାୟୁନୀ |
Time zone | UTC+5:30 (IST) |
PIN | 263601 |
ଟେଲିଫୋନ କୋଡ଼ | 91-5962 |
ଯାନବାହାନ ପଞ୍ଚୀକରଣ | UK-01 |
ଲିଙ୍ଗ ଅନୁପାତ | 1142 ♂/♀ |
ଜଳବାୟୁ | Alpine (BSh) and Humid subtropical(Cwb) (Köppen) |
ହାରାହାରି ବାର୍ଷିକ ତାପମାତ୍ରା | −3 to 28 °C (27 to 82 °F) |
ହାରାହାରି ଗ୍ରୀଷ୍ମକାଳୀନ ତାପମାତ୍ରା | 12 to 28 °C (54 to 82 °F) |
ହାରାହାରି ଶୀତକାଳୀନ ତାପମାତ୍ରା | −3 to 15 °C (27 to 59 °F) |
Website | almora |
Close
ଆଲମୋଡ଼ା ଉତ୍ତରାଖଣ୍ଡ ରାଜ୍ୟର ଆଲମୋଡ଼ା ଜିଲ୍ଲାର ଏକ ସହର । ଏହା ଆଲମୋଡ଼ା ଜିଲ୍ଲାର ସଦରମହକୁମା ଅଟେ । [3] ଏଠାରେ ଏକ ସୈନ୍ୟ ଛାଉଣୀ ମଧ୍ୟ ରହିଛି । ଏହି ସହରଟି ହିମାଳୟର କୁମାୟୁନ ପର୍ବତମାଳାର ଦକ୍ଷିଣ ଅଂଶରେ ଅବସ୍ଥିତ । ଏହା ଦିଲ୍ଲୀରୁ ୩୬୫ କି.ମି. ଦୂରରେ ଏବଂ ଉତ୍ତରାଖଣ୍ଡର ରାଜଧାନୀ ଡେରାଡ଼ୁନଠାରୁ ୪୧୫ କି.ମି. ଦୂରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁଜାୟୀ ଏହି ସହରର ଲୋକସଂଖ୍ୟା ୩୫,୫୧୩ ଅଟେ ।
ଆଲମୋଡ଼ା ଖ୍ରୀ ଅ ୧୫୬୮ରେ [4] ରାଜା କଲ୍ୟାଣ ଚାନ୍ଦଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ।[5][6][7] ମାତ୍ର ମହାଭାରତରେ ମଧ୍ୟ ଏହି ଅଞ୍ଚଳ ସମ୍ପର୍କରେ ବିବରଣୀ ମିଳିଥାଏ । [8] ଏହି ସହର କୁମାୟୁନର ଶାସକ ଚାନ୍ଦ ବଂଶୀୟ ରାଜାମାନଙ୍କର ମୁଖ୍ୟ ସ୍ଥାନ ଥିଲା । ଏହା କୁମାୟୁନର ପ୍ରଧାନ ସାଂସ୍କୃତିକ କେନ୍ଦ୍ର ରୂପେ ପରିଚିତ ।