ଉଇକିପିଡ଼ିଆ:ଉଇକିପ୍ରକଳ୍ପ କମ୍ପ୍ୟୁଟର ବିଜ୍ଞାନ
From Wikipedia, the free encyclopedia
ଉଇକିପ୍ରକଳ୍ପ କମ୍ପ୍ୟୁଟର ବିଜ୍ଞାନ ଉଇକି-ପ୍ରକଳ୍ପ ବାବଦରେ ଆସନ୍ତୁ ଅଧିକ ଜାଣିବା । କମ୍ପ୍ୟୁଟର ବିଜ୍ଞାନରେ ରୁଚି ରଖୁଥିବା ସମ୍ପାଦକ ମାନଙ୍କୁ ଏକାଠି ଆଣିବା ଓ ସଙ୍ଘବଦ୍ଧ କରି ଉନ୍ନତ ପ୍ରସଙ୍ଗମାନ ଗଢ଼ିବା ଏହି ପ୍ରକଳ୍ପର ମୂଳ ଲକ୍ଷ । ଏହି ପ୍ରକଳ୍ପ ପୃଷ୍ଠା ଆଗ୍ରହୀ ସମ୍ପାଦକମାନଙ୍କୁ କମ୍ପୁଟର ବିଜ୍ଞାନ ବାବଦରେ ଥିବା ପ୍ରସଙ୍ଗସମୂହକୁ ଉନ୍ନତ କରିବାରେ ସହଯୋଗ କରିବ ।