ଉମାଶଙ୍କର ପଣ୍ଡା(୧୯୩୧-୨୦୧୫) ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ପୁରସ୍କାର, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିବା ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[1] ବିଭିନ୍ନ ମୌଳିକ ସାହିତ୍ୟ ରଚନା ବ୍ୟତିତ, ସେ ଜଣେ ଅନୁବାଦକ ରୂପରେ[2] ମଧ୍ୟ ପରିଚିତ ।
Quick Facts ଉମାଶଙ୍କର ପଣ୍ଡା, ଜନ୍ମ ...
ଉମାଶଙ୍କର ପଣ୍ଡା |
---|
ଜନ୍ମ | ୧୯୩୧ |
---|
ମୃତ୍ୟୁ | ୨୦୧୫ |
---|
ଜାତୀୟତା | ଭାରତୀୟ |
---|
ବୈବାହିକ-ସାଥୀ | ଲୋକଜନନୀ ପଣ୍ଡା |
---|
ସନ୍ତାନ | ଶଶାଙ୍କ, ଉଦୟନ, ସୌଭାଗ୍ୟ, ବ୍ରଜେନ୍ଦ୍ର, ଜୟଶ୍ରୀ |
---|
ପୁରସ୍କାର | ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ୨୦୦୫ |
---|
Close
ଉମାଶଙ୍କରଙ୍କର ସହଧର୍ମିଣୀ ଲୋକଜନନୀ ପଣ୍ଡା ସମ୍ବଲପୁରୀ ଭାଷାର ପ୍ରଥମ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ । ତାଙ୍କର ୪ ଜଣ ପୁଅ ଶଶାଙ୍କ, ଉଦୟନ, ସୌଭାଗ୍ୟ, ବ୍ରଜେନ୍ଦ୍ର ଓ ଜଣେ ଝିଅ ଜୟଶ୍ରୀ ଅଛନ୍ତି [3]
ଅନୁବାଦ
- ଜ୍ଞାନପୀଠ ବିଜେତାଙ୍କ କବିତା - ୨୦୧୦ (ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
- ଜ୍ଞାନପୀଠ ବିଜେତାଙ୍କ ଗଳ୍ପ - ୧୯୯୯ (ପ୍ରାଚୀ ପ୍ରକାଶନ)
- ଜ୍ଞାନପୀଠ ବିଜେତାଙ୍କ ନିର୍ବାଚିତ କାହାଣୀ (ଉମାଶଙ୍କର ପଣ୍ଡା ଓ ସ୍ନେହ ମିଶ୍ରଙ୍କଦ୍ୱାରା ଅନୁବାଦିତ) - ୨୦୧୦(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
- ନୀଳ ନଗ୍ନିକା - ୨୦୦୪ (ରୂପାମ୍ବର ପ୍ରକାଶନୀ)
- ନୋବେଲ ବିଜେତାଙ୍କ ନିର୍ବାଚିତ ଗଳ୍ପ - ୨୦୦୧ (ଗ୍ରନ୍ଥମନ୍ଦିର)
- ରେବେକା ଦାଫାନି ଦୁ ମରୀୟର - ୨୦୦୬ (ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
- ଲଳିତା (ମୂଳ ଲେଖା: ଭ୍ଲାଦିମିର ନବୋକଭ୍) - ୨୦୦୨(ସୁଧା ପ୍ରକାଶନ)
- ଦୁଇନାରୀ (ମୂଳ ଲେଖା: ଆଲବର୍ଟ ମୋରାଭିଆ) - ୨୦୦୨(ରୂପମ୍ବର ପ୍ରକାଶନ)
- ସ୍ୱପ୍ନ ସଙ୍ଗିନୀ (ମୂଳ ଲେଖା: ଆଲବର୍ଟ ମୋରାଭିଆ) - ୨୦୦୨(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
- ଆଧୁନିକ ଭାରତୀୟ ଗଳ୍ପମାଳା - ୨୦୦୦(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
- ଚାଣକ୍ୟ (ମୂଳ ଲେଖା: ଭଗବତୀ ଚରଣ ବର୍ମା) - ୨୦୦୪(ଷ୍ଟୁଡେଣ୍ଟସ ଷ୍ଟୋର)
- ମହାଭୋଜ (ମୂଳ ଲେଖା: ମନୁ ଭଣ୍ଡାରୀ) - ୨୦୦୮(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
- ଅନ୍ନଦାତା (ମୂଳ ଲେଖା: କ୍ରିସନ୍ ଚନ୍ଦର) - ୧୯୫୯(ଲୋକଜନନୀ ପଣ୍ଡା)
- ସାମ୍ପ୍ରତିକ ପାକିସ୍ତାନୀ ଉର୍ଦ୍ଦୁ କବିତା - ୨୦୦୯(ସୁବର୍ଣ୍ଣଶ୍ରୀ ପ୍ରକାଶିନୀ)
- ଅବୈଧ (ମୂଳ ଲେଖା:ଦିବ୍ୟେନ୍ଦୁ ପାଲିତ୍) - ୨୦୦୦(ଅଗ୍ନି)
- ଅହଂକାର - ୧୯୮୩ (ଓଡ଼ିଶା ବୁକ୍ ଷ୍ଟୋର)
- ଆଖେନାତେନ: ସତ୍ୟେ ବମବାମ୍ କାରୀ (ମୂଳ ଲେଖା: ନାଗିବ ମାହଫୁଜ) - ୨୦୧୩(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
- କାସାନୋଭାର ପ୍ରେମିକମାନେ (ମୂଳ ଲେଖା:ଜିଆକୋମ ଜିରୋଲମ) - ୨୦୦୬( ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
ଅନ୍ୟାନ୍ୟ
- କେତେ ଚିତ୍ରଙ୍ଗଦା - ୧୯୮୧(ଓଡ଼ିଶା ବୁକ୍ ଷ୍ଟୋର)
- ଋଷ ଓ ଚୀନର ଶ୍ରେଷ୍ଠଗଳ୍ପ - ୧୯୫୯(ଲୋକଜନନୀ ପଣ୍ଡା)
- ନିଃଶବ୍ଦ ନୂପୁର - ୧୯୮୦( ଫ୍ରେଣ୍ଡସ୍ ପବ୍ଲିଶର୍ସ)[4]
- ଇମନ୍ କଲ୍ୟାଣ - (ସାରସତ୍ୱ ପୁସ୍ତକ ଭଣ୍ଡାର)
- କେକା କୁହୁ କାକଳି - ୧୯୬୩ (ନିର୍ମଳ ଚନ୍ଦ୍ର ପାଢ଼ୀ)
- ନଦୀ ଉପନଦୀ - ୧୯୮୨ (ଜନଶକ୍ତି ପୁସ୍ତକାଳୟ)
- ସ୍ଥାବର ଜଙ୍ଗମ - ୧୯୬୪ (ପୂର୍ଣ୍ଣିମା ପ୍ରକାଶନୀ)
- କାଳର ଭୂମିଷ୍ଠ ଶବ୍ଦ - ୧୯୯୯ (ଅନୁଶୀଳନ)
- କାୟା ନୌକାରେ - ୨୦୦୧ (ଓଡ଼ିଶା ବୁକ ଷ୍ଟୋର)
- ପ୍ରେମ କବିତା ଉମାଶଙ୍କର ପଣ୍ଡା - (ସମ୍ବଲପୁର ଅନୁଶୀଳନ)
- ପକ୍ଷୀ ଜଣେ - ୨୦୧୧ (ବ୍ରଜେନ୍ଦ୍ର କିଶୋର ପଣ୍ଡା)
- ରତି ରତି ଋତୁପର୍ଣ୍ଣା - ୨୦୦୪ (ସମ୍ବଲପୁର ଅନୁଶୀଳନ)
- ସମକାଳୀନ ଓଡ଼ିଆ ପ୍ରେମ କବିତା - ୨୦୧୩ (ସ୍ମୃତିରେଖା ପବ୍ଲିକେଶନ୍ସ)
- ଅସତୀ କନ୍ୟାର କାହାଣୀ - ୧୯୬୨ (ସାରସ୍ୱତ ଭଣ୍ଡାର)
- ବାଇବେଲର ପ୍ରେମ କାହାଣୀ - ୨୦୦୩ (ପ୍ରଜାତନ୍ତ୍ର ପ୍ରଚାର ସମିତି)
- ଏବଂ ଇନ୍ଦ୍ରନୀଳ ବୃହନ୍ନଳା ସମ୍ବାଦ - ୨୦୧୨ (ଶ୍ୱେତସଙ୍କେତ ସାରସ୍ୱତ ମଞ୍ଚ)
- ନୋବେଲ ଲରିୟେଟ - ୧୯୯୭ (ଗ୍ରନ୍ଥମନ୍ଦିର)
- ପଳାତକ ସମ୍ରାଟ - ୨୦୦୦(ସମ୍ବଲପୁର ଅନୁଶୀଳନ)
- ଶାଶ୍ୱତ ପ୍ରେମକଥା - ୨୦୦୬ (ନବୋଦୟ ପ୍ରକାଶନ)[5]
- ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର -୨୦୦୫ (ଜୀବନବ୍ୟାପି ଅବଦାନ ପାଇଁ)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୨ (ନିଃଶବ୍ଦ ନୂପୁର ପାଇଁ)[6]
- ଝଙ୍କାର ପୁରସ୍କାର (କବିତା), ୨୦୧୦[7](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ