ଋଷଭଦେବ
ପ୍ରଥମ ତୀର୍ଥଙ୍କର ପ୍ରଭୂଜୀ / From Wikipedia, the free encyclopedia
ଋଷଭଦେବ ଜୈନ ଧର୍ମର ପ୍ରଥମ ତୀର୍ଥକର ଅଟନ୍ତି । ତୀର୍ଥକର ଅର୍ଥ ହେଲା ଯିଏ ତୀର୍ଥର ରଚନା କରନ୍ତି । ଯିଏ ସଂସାର ସାଗର (ଜନ୍ମ - ମୃତ୍ୟୁର ଚକ୍ର)ରୁ ମୋକ୍ଷ ପର୍ଯ୍ୟନ୍ତ ତୀର୍ଥର ରଚନା କରନ୍ତି, ସେମାନଙ୍କୁ ତୀର୍ଥକର କୁହାଯାଏ । ଋଷଭଦେବଙ୍କୁ ଆଦିନାଥ ମଧ୍ୟ କୁହାଯାଏ । ଭଗବାନ ଋଷଭଦେବ ବର୍ତ୍ତମାନ ଅବସର୍ପିଣୀ କାଳର ପ୍ରଥମ ଦିଗମ୍ବର ଜୈନ ମୁନୀ ଥିଲେ ।[2]
Quick Facts ଋଷଭଦେବ, ଅନ୍ଯ ନାମ ...
ଋଷଭଦେବ | |
---|---|
ଋଷଭଦେବଙ୍କ ପ୍ରତିମା, କୁଣ୍ଡଳପୁର, ମଧ୍ୟପ୍ରଦେଶ | |
First Tirthankara | |
ଅନ୍ଯ ନାମ | Adinatha, Adish Jina (first conqueror), Adi Purush (first Perfect Man), Ikshvaku |
Symbol | Bull |
Color | Golden |
ସନ୍ତାନଗଣ | 100 sons including Bharata and Bahubali, and 2 daughters: Sundari, Brahmi[1] |
Close
![Thumb image](http://upload.wikimedia.org/wikipedia/commons/thumb/7/78/Lord_Risbabhdev_moving_over_golden_lotus_after_attaining_Omniscience.jpg/640px-Lord_Risbabhdev_moving_over_golden_lotus_after_attaining_Omniscience.jpg)