ଏର୍ଟାପେନେମ, ଏକ ବିକ୍ରୟ ନାମ ଇନଭାଞ୍ଜ, ଏକ ଔଷଧ ଅଟେ ଯାହା ଉଦର ସଂକ୍ରମଣ, ନିମୋନିଆ, ଉର୍ଦ୍ଧ୍ୱ ମହିଳା ପ୍ରଜନନ ପ୍ରଣାଳୀ, ମୂତ୍ରାଙ୍ଗ ପ୍ରଣାଳୀ, ଓ ମଧୁମେହ ପାଦ ସଂକ୍ରମଣରେ ଦିଆଯାଏ ।[6][7] ଏହା ମାଂସପେଶୀ ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।

Quick Facts Clinical data, Trade names ...
ଏର୍ଟାପେନେମ
Thumb
Clinical data
Trade namesInvanz, others
AHFS/Drugs.commonograph
MedlinePlusa614001
data
Pregnancy
category
  • AU: B3 [1]
  • US: N (Not classified yet) [1]
    Routes of
    administration
    Intramuscular, intravenous
    Legal status
    Legal status
    • AU: S4 (Prescription only) [2]
    • UK: POM (Prescription only) [3]
    • US: ℞-only [4]
    • EU: Rx-only [5]
    Pharmacokinetic data
    Bioavailability90% (intramuscular)
    Protein bindingInversely proportional to concentration; 85 to 95%
    MetabolismHydrolysis of beta-lactam ring, CYP not involved
    Elimination half-life4 hours
    ExcretionKidney (80%) and fecal (10%)
    Identifiers
    IUPAC name
    • (4R,5S,6S)-3-[(3S,5S)-5-[(3-carboxyphenyl)carbamoyl]pyrrolidin-3-yl]sulfanyl-6-(1-hydroxyethyl)-4-methyl-7-oxo-1-azabicyclo[3.2.0]hept-2-ene-2-carboxylic acid
    Chemical and physical data
    FormulaC22H25N3O7S
    Molar mass୪୭୫.୫୨ g·mol−1
    3D model (JSmol)
    SMILES
    • O=C(O)c1cc(ccc1)NC(=O)[C@H]4NC[C@@H](S\C3=C(\N2C(=O)[C@H]([C@H](O)C)[C@H]2[C@H]3C)C(=O)O)C4
    InChI
    • InChI=1S/C22H25N3O7S/c1-9-16-15(10(2)26)20(28)25(16)17(22(31)32)18(9)33-13-7-14(23-8-13)19(27)24-12-5-3-4-11(6-12)21(29)30/h3-6,9-10,13-16,23,26H,7-8H2,1-2H3,(H,24,27)(H,29,30)(H,31,32)/t9-,10-,13+,14+,15-,16-/m1/s1 checkY
    • Key:JUZNIMUFDBIJCM-ANEDZVCMSA-N checkY
      (verify)
    Close

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ମୁଣ୍ଡବିନ୍ଧା, ରାସ, ଏବଂ ପ୍ରସବ ସ୍ଥଳରେ ଯନ୍ତ୍ରଣା ହୋଇପାରେ ।[5] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲୋଷ୍ଟ୍ରିଡିୟମ୍ ଡିଫିସିଲ-ଆସୋସିଏଟେଡ୍ କୋଲାଇଟିସ୍, ବାତ ଏବଂ ଆନାଫାଇଲାକ୍‌ସିସ ସହିତ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[6] ଗର୍ଭଧାରଣ ସମୟରେ ଏବଂ ସ୍ତନ୍ୟପାନ କରାଇବା ନିରାପଦ ମନେହୁଏ, କିନ୍ତୁ ଭଲ ଅଧ୍ୟୟନ କରାଯାଇ ନାହିଁ ।[8] ଏହା କାର୍ବାପେନେମ ପରିବାରର ଏକ ଔଷଧ ଯାହା ଯୋଗୁ ସାଧାରଣତଃ ଜୀବାଣୁଙ୍କର ମୃତ୍ୟୁ ହୋଇଥାଏ ।[6]

    ୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏର୍ଟାପେନେମ ଅନୁମୋଦିତ ହୋଇଥିଲା ।[6] [5] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ। [7] ଯୁକ୍ତରାଜ୍ୟରେ ଏକ ମାତ୍ରା ଔଷଧ ମୂଲ୍ୟ ପ୍ରାୟ ୩୨ ପାଉଣ୍ଡ ଖର୍ଚ୍ଚ ହୁଏ ।[7] ଯୁକ୍ତରାଷ୍ଟ୍ରରେ 2021 ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୩୪ ଡଲାର ଅଟେ ।[9]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.