ଓଡ଼ିଆ ଲୋକ
From Wikipedia, the free encyclopedia
ଓଡ଼ିଆ ଲୋକ (ଇଂରାଜୀ: Odia, Oriya) ଭାରତୀୟ ରାଜ୍ୟ ଓଡ଼ିଶାର ଏକ ଇଣ୍ଡୋ-ଆର୍ଯ୍ୟ ଜାତିଗତ ଗୋଷ୍ଠୀ । ଓଡ଼ିଆ ଭାଷା ସେମାନଙ୍କର ମାତୃଭାଷା । ଓଡ଼ିଆ ଲୋକେ ଓଡ଼ିଶାରେ ମୁଖ୍ୟତଃ ସଂଖ୍ୟାଗରିଷ୍ଠ ଭାବେ ବସବାସ କରିବା ଛଡ଼ା ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମ ବଙ୍ଗରେ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟାଲଘୁ ଭାବେ ରହନ୍ତି ।[1]
Quick Facts ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ, ଭାରତ ...
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ | |
---|---|
ଭାରତ | ୩,୩୦,୧୭,୪୪୬ (୨୦୧୧) |
ମରିସସ | ୧୦,୦୦୦ |
Australia | ୫୫,୦୦୦ |
Germany | ୨୦,୦୦୦ |
ଭାଷାସମୂହ | |
ଓଡି଼ଆ | |
ଧର୍ମ | |
ହିନ୍ଦୁ ଧର୍ମ, ଖ୍ରୀଷ୍ଟ ଧର୍ମ, ମୁସଲମାନ ଧର୍ମ | |
ସମ୍ବନ୍ଧିତ ସମ୍ପ୍ରଦାୟ | |
ଇଣ୍ଡୋ-ଆର୍ଯ୍ୟ |
Close