କମଳା ପୂଜାରୀ
ଓଡ଼ିଆ ଚାଷି ଓ ବିହନ ସଂରକ୍ଷକ / From Wikipedia, the free encyclopedia
କମଳା ପୂଜାରୀ କୋରାପୁଟ ଜିଲ୍ଲାର ପାତ୍ରପୁଟ ଗ୍ରାମର ଜଣେ ପଦ୍ମଶ୍ରୀ ସମ୍ମାନିତ ଚାଷୀ । ସେ ଶହେରୁ ଉର୍ଦ୍ଧ୍ୱ ସ୍ୱଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି,ସେଗୁଡିକର ସଂରକ୍ଷଣ କରିପାରିଛନ୍ତି ।[1][2]
Quick Facts ପଦ୍ମଶ୍ରୀ କମଳା ପୂଜାରୀ, ଜନ୍ମ ...
ପଦ୍ମଶ୍ରୀ କମଳା ପୂଜାରୀ | |
---|---|
ଜନ୍ମ | ୧୯୪୭ କାଣ୍ଡକିଗୁଡ଼ା, ବୈପାରୀଗୁଡ଼ା, କୋରାପୁଟ ଜିଲ୍ଲା |
ଜାତୀୟତା | ଭାରତୀୟ |
ବୃତ୍ତି | ଚାଷ |
ପ୍ରସିଦ୍ଧି | ଦେଶୀ ଧାନ ବିହନ ସଂରକ୍ଷଣ |
Close