From Wikipedia, the free encyclopedia
thumb|କାମ୍ବେ ରାଜ୍ୟର ମାନଚିତ୍ର
କାମ୍ବେ ରାଜ୍ୟ ખંભાત રિયાસત खंभात रियासत | |||||
Princely State of the British Raj | |||||
| |||||
Flag | |||||
Cambay Gujarat 1896 | |||||
History | |||||
• | Established | 1730 | |||
• | Indian independence | 1948 | |||
Area | |||||
• | 1901 | ୯୦୬ km2 (୩୫୦ sq mi) | |||
Population | |||||
• | 1901 | ୭୫,୧୨୨ | |||
Density | ୮୨.୯ /km2 (୨୧୪.୮ /sq mi) | ||||
This article incorporates text from a publication now in the public domain: Chisholm, Hugh, ed. (1911). "Cambay". Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help) |
କାମ୍ବେ ରାଜ୍ୟ ବ୍ରିଟିଶ ଶାସନ ସମୟରେ ଥିବା ଏକ ଭାରତୀୟ ରାଜକୀୟ ରାଜ୍ୟ । ଏହାର ରାଜଧାନୀ ଖମ୍ବାତ ସହରରେ ଥିଲା । ବର୍ତ୍ତମାନର ଗୁଜରାଟର ଏହି ସହର ଉତ୍ତରରେ କଇରା ଜିଲ୍ଲା ଓ ଦକ୍ଷିଣରେ କାମ୍ବେ ସମୁଦ୍ର ପ୍ରଣାଳୀ ଅବସ୍ଥିତ ।
1730 ମସିହାରେ ମୋଗଲ ସମ୍ବ୍ରାଜ୍ୟର ବିଲୁପ୍ତ ଅବସ୍ଥା ଆସିଥିବା ବେଳେ ଶେଷ ନବାବ ମିର୍ଜା ଜଫର ମୁମିନ ଖାଁ I ଗୁଜରାଟର ମୋଗଲ ଗଭର୍ନର ଥିଲେ । ସେ ତାଙ୍କର ଭିଣୋଇ ତଥା ଖମଭାତର ଶାସକ ନିଜାମ ଖାଁଙ୍କୁ 1742ରେ ଯୁଦ୍ଧରେ ପରାସ୍ତ କରି ନିଜକୁ ସେଠାରେ ସ୍ଥାପିତ କରିଥିଲେ ।
1780 ମସିହାରେ କାମ୍ବେକୁ ଗୋଡାର୍ଡ ରିଚାର୍ଡଙ୍କ ନେତୃତ୍ୱରେ ବ୍ରିଟିଶମାନେ ଅଧିକାର କରିନେଇଥିଲେ ।କିନ୍ତୁ ପରେ 1783ରେ ତାହାକୁ ମରାଠା ମାନଙ୍କ ସହ ରାଜିନାମା କରି ପ୍ରଦାନ କରିଥିଲେ ଓ ତାହା ବ୍ରିଟିଶ ମାନଙ୍କ କରଦ ରାଜ୍ୟ ହେଇ ରହିଥିଲା । ଶେଷରେ ଏହାକୁ ବସେଇନ ରାଜିନାମାଦ୍ୱାରା ପେଶୱାଙ୍କଦ୍ୱାରା 1803ରେ ଇଂରେଜ ମାନଙ୍କୁ ପ୍ରଦାନ କରାଯାଇଥିଲା । [1]1901 ମସିହାରେ କାମ୍ବେକୁ ବ୍ରିଟିଶ ମାନଙ୍କଦ୍ୱାରା ରେଳପଥ ସଂଯୋଗ ଦିଆ ଯାଇଥିଲା ।[2] କାମ୍ବେର ସ3ଏଷ ଶାସକ ରାଜ୍ୟକୁ 1948 ମସିହାରେ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଶ୍ରଣ କରିଦେଇଥିଲେ । [3]
କାମ୍ବେ ରାଜ୍ୟର ଶାସକମାନେ "ନବାବ " ବାବାରେ ପରିଚିତ ଥିଲେ ଓ ସେମାନେ 11-ତୋପ ସଲାମର ଅଧିକାର ପ୍ରାପ୍ତ ହେଇଥିଲେ । [4][ଆଧାର ଲୋଡ଼ା]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.