କାର୍ଲ ମାର୍କସ
From Wikipedia, the free encyclopedia
କାର୍ଲ ହେନେରିକ ମାର୍କସ (୫ ମଇ ୧୮୧୮-୧୪ ମାର୍ଚ ୧୮୮୩) ଜଣେ ଜର୍ମାନୀୟ ଦାର୍ଶନିକ, ଅର୍ଥନୀତିୀ, ସମାଜବାଦୀ, ଐତିହାସିକ ତଥା ସାମ୍ୟବାଦର ପ୍ରଣେତା ଥିଲେ । ଅର୍ଥନୀତିରେ ମାର୍କସଙ୍କ ଗବେଷଣା, ଶ୍ରମିକ ବର୍ଗର ଅର୍ଥନୈତିକ ଅବସ୍ଥା ବୁଝିବା ପାଇଁ ମୂଳଦୁଆ କୁହାଯାଇପାରେ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ଅର୍ଥନୀତିୀୟ ଚିନ୍ତାଧାରାକୁ ପ୍ରଭାବିତ କରିଛି ।[4][5][6][7] ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ପୁସ୍ତକର ରଚନା କରିଥିଲେ ଯେଉଁଗୁଡ଼ିକ ମଧ୍ୟରୁ ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ (୧୮୪୮) ଏବଂ ଦାସ କ୍ୟାପିଟାଲ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ।
Quick Facts ଜନ୍ମ, ଦେହାନ୍ତ ...
ଜନ୍ମ | (1818-05-05)୫ ମଇ ୧୮୧୮ ତ୍ରିଏର,ପ୍ରୋସିଆ |
---|---|
ଦେହାନ୍ତ | ୧୪ ମାର୍ଚ୍ଚ ୧୮୮୩(1883-03-14) (ବୟସ ୬୪) ଲଣ୍ଡନ, ସଂଯୁକ୍ତ ରାଷ୍ଟ୍ରସଂଘ |
ଦଶନ୍ଧି | ଉନବିଂଶ ଶତାବ୍ଦୀ ଦର୍ଶନ |
ଅଞ୍ଚଳ | ପାଶ୍ଚାତ୍ୟ ଦର୍ଶନ, ଜର୍ମାନ ଦର୍ଶନ |
ବିଦ୍ୟାଳୟ | ମାର୍କସ ବାଦ, ସାମ୍ୟବାଦ, ସମାଜବାଦ, ଭୌତିକବାଦ |
ମୂଳ ଲକ୍ଷ | ରାଜନୀତି, ଅର୍ଥଶାସ୍ତ୍ର, ଦର୍ଶନ, ସମାଜବାଦ,ଇତିହାସ , ବର୍ଗ ସଂଘର୍ଷ |
ଜଣାଶୁଣା ଚିନ୍ତାଧାରା | ମାର୍କ୍ସବାଦର ପ୍ରଣେତା ( ଫ୍ରେଡ଼ରିକ ଏଙ୍ଗେଲ୍ସଙ୍କ ସହିତ), ଅତିରିକ୍ତ ମୂଲ୍ୟ, ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ, ଦାସ କ୍ୟାପିଟାଲ, ଐତିହାସିକ ଭୌତିକବାଦ |
କାହାଦେଇ ପ୍ରଭାବିତ
| |
କାହାକୁ ପ୍ରଭାବିତ କରିଛନ୍ତି
| |
ସନ୍ତକ |
Close