କୀଟପତଙ୍ଗମାନଙ୍କୁ ଦୂରେଇରଖିବା ପାଇଁ ବ୍ୟବହୃତ ପଦାର୍ଥ From Wikipedia, the free encyclopedia
କୀଟ ବିକର୍ଷକ ଏକପ୍ରକାର ପଦାର୍ଥ ଯାହାକି କୀଟପତଙ୍ଗମାନଙ୍କୁ ଦୂରେଇରଖିବା ପାଇଁ ଶରୀର, ପୋଷାକପତ୍ର କିମ୍ବା ଅନ୍ୟ ସ୍ଥାନମାନଙ୍କରେ ପ୍ରୟୋଗ କରାଯାଏ । ମ୍ୟାଲେରିଆ, ଲାୟମେ ରୋଗ, ଡେଙ୍ଗୁ ଜ୍ୱର, ଅସ୍ୱାଭାବିକ ଲସିକା ଗ୍ରନ୍ଥି ସମ୍ବନ୍ଧୀୟ ପ୍ଳେଗରୋଗ, ନଦୀ ଅନ୍ଧତ୍ୱ (ଫାଇଲେରିଆ କୃମିଙ୍କଦ୍ୱାରା ସଂକ୍ରମିତ ଏକ ଚର୍ମ ରୋଗ) ଏବଂ ପଶ୍ଚିମ ନିଲେ ଜ୍ୱର ଆଦି କୀଟମାନଙ୍କଦ୍ୱାରା ବ୍ୟାପୁଥିବା ରୋଗମାନଙ୍କ ସଂକ୍ରମଣକୁ କୀଟ ବିକର୍ଷକ ନିୟନ୍ତ୍ରଣ କରିଥାଏ ।
କିଛି କୀଟ ବିକର୍ଷକଙ୍କୁ କୀଟ ଉପବିକର୍ଷକ ଅନ୍ତର୍ଭୁକ୍ତ କରାଯାଏ । ଏଗୁଡିକର ସାମାନ୍ୟ ମାତ୍ରାରେ ବ୍ୟବହାର ବି କୀଟମାନଙ୍କୁ ମାରିପାରେ ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.