କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ
From Wikipedia, the free encyclopedia
କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ ଓଡ଼ିଶାର ବାଲେଶ୍ୱର ଜିଲାରେ ନୀଳଗିରି ସଦର ମହକୁମାରେ ଥିବା ଏକା ବନଜନ୍ତୁ ସଂରକ୍ଷଣ ଅଞ୍ଚଳ ।[1] [2]
Quick Facts କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ, ଅବସ୍ଥାନ ...
କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ | |
---|---|
IUCN Category IV (Habitat/Species Management Area) | |
ଅବସ୍ଥାନ | ବାଲେଶ୍ୱର, ଓଡ଼ିଶା, ଭାରତ |
ପାଖ ସହର | ନୀଳଗିରିNearest city: ନୀଳଗିରି |
ଦିଗବାରେଣି | 21°28′41″N 86°36′19″E |
କ୍ଷେତ୍ରଫଳ | 272.75 ha (1.1 sq mi) |
Close
ଏହା ପାଖରେ ଥିବା ନାତୋ ଓ ଶୁଖୁଆପାଟ ପାହାଡ଼ ଶିମିଳିପାଳ ଜାତୀୟ ଉଦ୍ୟାନ ସହ ମିଶି ଯାଇଛି । ଏହା ଓଡ଼ିଶାର ଏକ ପ୍ରମୁଖ ବନଜନ୍ତୁ ସଂରକ୍ଷାଳୟ । ଏହାର ସମୁଦାୟ ୨୭୨.୭୫ ବର୍ଗ କି.ମି. ଜାଗାରେ ପରିମୀତ ।