କୁଶୀନଗର
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Quick Facts କୁଶୀନଗର कुशीनगरKushinara, State ...
କୁଶୀନଗର
कुशीनगर Kushinara | |
---|---|
city | |
State | Uttar Pradesh |
District | Kushinagar |
Government | |
• Type | Nagar Panchayat |
• District Magistrate | Mr. Shambhu Kumar |
Population (2011) | |
• Total | ୨୨,୨୧୪[1] |
Languages | |
• Official | Hindi |
Time zone | UTC+5:30 (IST) |
Website | www |
Close
- ଏହି ଲେଖାଟି the town ବାବଦରେ । the district, Kushinagar district ପ୍ରସଙ୍ଗଟି ଦେଖନ୍ତୁ ।
କୁଶୀନଗର, ବ କୁଶୀନାରା , ଭାରତୀୟ ରାଜ୍ୟ ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାର ଏକ ସହର ଓ ନଗର ପଞ୍ଚାଯତ । NH- 28ରେ ଗୋରଖପୁରରୁ 52 କିଲୋମିଟର ଦୂରରେ ଏହା ଅବସ୍ଥିତ ।ପ୍ରସ୍ତାବିତ କୁଶୀନଗର - ସାରନାଥ ବୁଦ୍ଧହ ଏକ୍ସପ୍ରେସସ୍ୱୟ ରେଳପଥ ଏହାକୁ ରେଳ ସଂଯୋଗ ପ୍ରଦାନ କରିବା । ଏହା ଏକ ଗୁରୁତ୍ୱପୂର୍ଣ ବୌଦ୍ଧ ତୀର୍ଥ ସ୍ଥଳ । ଏଠାରେ ଗୌତମ ବୁଦ୍ଧ ତାଙ୍କର ମୃତ୍ୟୁ ପରେ ପରିନିର୍ବାଣ ଲାଭ କରିଥିଲେ ବୋଲି କୁହାଯାଏ । [2] ଭରତ ବାହାରୁ ବୌଦ୍ଧମାନେ ଏହି ସ୍ଥାନକୁ ଜୀବନକାଳରେ ଅନ୍ତତଃ ଥରେ ଏହି ସ୍ଥାନକୁ ପରିଦର୍ଶନରେ ନିଶ୍ଚୟ ଆସିଥାନ୍ତି । [3]