କୃଷ୍ଣଚନ୍ଦ୍ର ପାଣିଗ୍ରାହୀ
ପ୍ରତ୍ନତତ୍ୱବିଦ, ଐତିହାସିକ ଏବଂ ଗବେଷକ / From Wikipedia, the free encyclopedia
କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୧ ଡିସେମ୍ବର ୧୯୦୯ - ୨୫ ଫେବୃଆରୀ ୧୯୮୭)[1] ଜଣେ ଓଡ଼ିଆ ପ୍ରତ୍ନତତ୍ୱବିଦ, ଐତିହାସିକ ଏବଂ ଗବେଷକ ।[2] ସେ ବହୁ ଐତିହାସିକ ଓ ସମାଜ-ସାହିତ୍ୟ-ସଂସ୍କୃତ ଧର୍ମୀ ପ୍ରବନ୍ଧର ରଚୟୀତା ।[3]
Quick Facts କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଜନ୍ମ ...
କୃଷ୍ଣଚନ୍ଦ୍ର ପାଣିଗ୍ରାହୀ | |
---|---|
ଜନ୍ମ | (1909-12-01)୧ ଡିସେମ୍ବର ୧୯୦୯ |
ମୃତ୍ୟୁ | ୨୫ ଫେବୃଆରୀ ୧୯୮୭(1987-02-25) (ବୟସ ୭୭) |
ଜାତୀୟତା | ଭାରତୀୟ |
ବୃତ୍ତି | ପ୍ରତ୍ନତତ୍ୱବିଦ |
ପୁରସ୍କାର | ପଦ୍ମଶ୍ରୀ, ୧୯୭୬ |
Close