ରସିଆର କେଥ୍ରୀନ୍ ୨ ଯିଏ କି କେଥ୍ରୀନ୍ ଦ ଗ୍ରେଟ ନାମରେ ମଧ୍ୟ ପ୍ରସିଦ୍ଧ ହେଉଛନ୍ତି ରସିଆର ସର୍ବାଧିକ ରାଜତ୍ୱକାଳରେ ରହିଥିବା ଓ ଜଣେ ଖ୍ୟତିସମପର୍ଣ୍ଣ ନେତା ଥିଲେ।ସେ୧୮୬୨ରୁ ତାଙ୍କ ମୃତ୍ୟୁ ବର୍ଷ ୧୭୯୬ ଯାଏଁ ରସିଆରେ ରାଜତ୍ୱ କରୁଥିଲେ।ସେ ୬୭ ବର୍ଷରେ ମୃତ୍ୟୁବରଣ କରିଥିଲେ।ସେ ସେଟ୍ଟୀନ,ପୋମେରାନିଆ, ପ୍ରୁସିଆରେ ସୋଫି ଫ୍ରିଡ଼େରିକ୍ ଅଗସ୍ତେ ଭୋନ-ଜର୍ବ୍ସ୍ତ-ଦୋର୍ନବର୍ଗ ନାମରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ସ୍ୱାମୀ ପିଟର୍ ୩ଙ୍କ ମୃତ୍ୟୁ ପରେ ସେ ଶାସନରେ ଆସିଥିଲେ।ତାଙ୍କ ଶାସନ ଅଧିନୟରେ ରସିଆ ପୁନର୍ବାର ଶକ୍ତିଶାଳୀ ହୋଇଥିଲା,ରସିଆର ଆକାର ବୃଦ୍ଧି ପାଇଥିଲା।ରସିଆ ଏବେ ଇଉରୋପର ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଗୋଟିଏରେ ଗଣା ହେଉଥିଲା।
Quick Facts Catherine II, ଶାସନକାଳ ...
Catherine II |
|
Catherine II by Fyodor Rokotov |
Empress and Autocrat of All the Russias |
ଶାସନକାଳ |
9 July 1762 – 17 November 1796 |
Coronation |
12 September 1762 |
ପୂର୍ବାଧିକାରୀ |
Peter III |
ଉତ୍ତରାଧିକାରୀ |
Paul I |
Empress consort of All the Russias |
Reign |
5 January 1762 – 9 July 1762 |
|
ଜୀବନସାଥୀ |
Peter III of Russia |
ସନ୍ତାନସନ୍ତତିଗଣ |
Paul I of Russia |
ସମ୍ପୂର୍ଣ୍ଣ ନାମ |
Sophie Friederike Auguste |
ବଂଶ |
Holstein-Gottorp-Romanov (by marriage) Ascania (by birth) |
ବାପା |
Christian August, Prince of Anhalt-Zerbst |
ମାଆ |
Princess Johanna Elisabeth of Holstein-Gottorp |
ଜନ୍ମ |
2 May [O.S. 21 April] 1729 Stettin, Pomerania, Prussia (now Szczecin, Poland) |
ମୃତ୍ୟ |
୧୭ ନଭେମ୍ବର ୧୭୯୬(1796-11-17) (ବୟସ ୬୭) Saint Petersburg, Russia |
ସମାଧି |
Peter and Paul Cathedral in Saint Petersburg |
ଦସ୍ତଖତ |
|
ଧର୍ମ |
Russian Orthodox prev. Lutheran |
Close