କୋରାପୁଟ
କୋରାପୁଟା ଜିଲ୍ଲାର ସଦର ମହକୁମା / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts କୋରାପୁଟ, ଦେଶ ...
କୋରାପୁଟ | |||||
---|---|---|---|---|---|
ସହର | |||||
| |||||
ଦେଶ | ଭାରତ | ||||
ରାଜ୍ୟ | ଓଡ଼ିଶା | ||||
ଜିଲ୍ଲା | କୋରାପୁଟ | ||||
Elevation | 870 m (2,850 ft) | ||||
Population (2001) | |||||
• Total | ୩୯,୫୨୩ | ||||
ଭାଷା | |||||
• ସରକାରୀ | ଓଡ଼ିଆ | ||||
Time zone | UTC+5:30 (IST) | ||||
ଯାନବାହାନ ପଞ୍ଚୀକରଣ | OD 10 |
Close
କୋରାପୁଟ ଭାରତର ଓଡ଼ିଶାରେ ଥିବା କୋରାପୁଟ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ଏହା ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏବଂ ଏହା ଶାବର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧ। ଏହା ଦକ୍ଷିଣ ଓଡ଼ିଶାର ଏକ ମୂଖ୍ୟ ସହର ।