ଗେଣ୍ଡୁଫୁଲ
From Wikipedia, the free encyclopedia
ଗେଣ୍ଡୁ ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହା ଏକ ସୁନ୍ଦର ଫୁଲ ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ନରମ, ପତ୍ର ଗୁଡ଼ିକ ସରୁସରୁ, ଫୁଲ ମୁଖ୍ୟତଃ ହଳଦିଆ ଓ ଲାଲ ରଙ୍ଗର। ଏହା ଅତି ବେଶୀରେ ଏକ ମିଟର ଯାଏ ବଢ଼ିଥାଏ।
Quick Facts ଗେଣ୍ଡୁଫୁଲ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ଗେଣ୍ଡୁଫୁଲ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Asterales |
କୁଳ: | Asteraceae |
ପ୍ରଜାତି: | Tagetes |
ଜାତି: | T. erecta |
ବାଇନୋମିଆଲ ନାମ | |
Tagetes erecta | |
Close