From Wikipedia, the free encyclopedia
ଗୟା ଅଶ୍ୱତ୍ଥ ବା ଗୟା ଓସ୍ତ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ପତ୍ର ଗୋସାଇଁଳି ପତ୍ର ପରି ଦିଶେ । ବହୁ ଶାଖା ପ୍ରଶାଖାଯୁକ୍ତ ଏହି ଗଛ ମୁଖ୍ୟତଃ ଗଡ଼ଜାତ ଅଞ୍ଚଳର ଜଙ୍ଗଲରେ ଦେଖିବାକୁ ମିଳିଥାଏ ।
ଗୟା ଅଶ୍ୱତ୍ଥ | |
---|---|
ଛୋଟ ଗୟା ଅଶ୍ୱତ୍ଥ ଗଛ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Sapindales |
କୁଳ: | Meliaceae |
ପ୍ରଜାତି: | Toona |
ଜାତି: | T. ciliata |
ବାଇନୋମିଆଲ ନାମ | |
Toona ciliata M. Roem. | |
Synonyms | |
|
ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ଗୟା ଅଶ୍ୱତ୍ଥ, ଗୟା ଓସ୍ତ |
ସଂସ୍କୃତ | କ୍ଷୀରୀ, ଗଜପାଦପ, ନନ୍ଦୀବୃକ୍ଷ, ପ୍ରରୋହୀ, କ୍ଷୟତରୁ, ଅଶ୍ୱତ୍ଥ ଭେଦ, ସ୍ଥାଳି ବୃକ୍ଷ, ନନ୍ଦିକ, ତୁଳ, ତୁଣୀ, କୁବେରକ, କଚ୍ଛ, କାନ୍ତଳକ ଓ ଶିବପ୍ରିୟ |
ହିନ୍ଦୀ | ବେଲିଆ ପିପ୍ପଲ, बेलिया पिपल |
ତେଲୁଗୁ | ଗଙ୍ଗା ରାବି, ବଟିଚେଟ୍ଟୁ గఙ్గారాబి, బటిచేట్టు |
ବଙ୍ଗଳା | ଗୋପିପଲ୍ଲ, ଗୟା ପିପ୍ପଲ গোপিপল্ল, গয়া পিপল |
ମଧୁର କଷାୟ ମିଶ୍ରିତ ତିକ୍ତରସ, ଲଘୁ, ଶୀତବୀର୍ଯ୍ୟ, ଶୁକ୍ର ବର୍ଦ୍ଧକ, ପୁଷ୍ଟିକର, କଟୁ ବିପାକ, ମଳ ରୋଧକର ଓ ଗ୍ରାହୀ ଏବଂ ବ୍ରଣ, ମେହ, କୁଷ୍ଠ, ରକ୍ତଦୋଷ, କଫ, ପିତ୍ତ, ଦାହ, ଶିରପୀଡ଼ା ଓ ବାୟୁଦୋଷ ନିବାରକ ଅଟେ। ମାତ୍ରା ଦୁଇ ଅଣାରୁ ଆଠ ଅଣା
ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.