ଘରେଇ ବିମାନ ବନ୍ଦର
ବିମାନବନ୍ଦର କେବଳ ସମାନ ଦେଶ ମଧ୍ୟରେ ବିମାନ ଚଳାଚଳ କରେ | / From Wikipedia, the free encyclopedia
ଘରେଇ ବିମାନ ବନ୍ଦର, ଏକ ଶ୍ରେଣୀର ବିମାନ ବନ୍ଦର ଯାହା ଘରେଇ ଉଡାଣକୁ ପରିଚାଳନା କରିଥାଏ । ଏଠାରେ କଷ୍ଟମ କାଉଣ୍ଟର ଥାଇ ପରେ ବା ନ ଥାଏ । ଏଠାରେ ବିଦେଶ ଯାତ୍ରା ପାଇଁ ଦରକାର କାଗଜ ପାତ୍ର ନିରୀକ୍ଷଣର ବ୍ୟବସ୍ଥା ମଧ୍ୟ ନ ଥାଏ ।
ଦେଶର ଅଭ୍ୟତରିଣ ଅଞ୍ଚଳରେ ଘରେଇ ବିମାନ ବନ୍ଦର ବେଶୀ ସଂଖ୍ୟାରେ ଥାଏ । ସେଠାରେ ପୂର୍ବରୁ ଶିକୁରୀଟି ଯାଞ୍ଚ ମଧ୍ୟ ନଥିଲା , ତେବେ ବର୍ତ୍ତମାନ ଏହା ସବୁ ବିମାନ ବନ୍ଦରରେ ହେଲାଣି । [ଆଧାର ଲୋଡ଼ା]
କାନାଡା ଦେଶ ଓ ଆମେରିକାର ମୁନ୍ସିପାଳ ବିମାନବନ୍ଦର ସବୁ ଏହି ଶ୍ରେଣୀର । ବେଲଜିଅମ , ହଙ୍ଗ କଙ୍ଗ ଆଦି କେତେକ ଦେଶରେ ସ୍ୱତନ୍ତ୍ର ଘରେଇ ବିମାନ ବନ୍ଦର ନ ଥାଏ ।