From Wikipedia, the free encyclopedia
ଚାଉଳ ହେଉଛି ଧାନରୁ ତିଆରି ଏକ ଖାଦ୍ୟ ପଦାର୍ଥ । ଏହାକୁ ରୋଷେଇ କରି ଖିଆଯାଏ । ଭାରତ ତଥା ଓଡ଼ିଶାରେ ଚାଉଳକୁ ଏକ ମୁଖ୍ୟ ଖାଦ୍ୟ ଭାବେ ବିବେଚିତ କରିଥାନ୍ତି ।
ଚାଉଳ ବିଭିନ୍ନ ପ୍ରକାରର ଥାଏ । ଯେମିତିକି
ଭାତ କରଯାଉଥିବା ଚାଉଳ ମଧ୍ୟ ଦୁଇ ପ୍ରକାରର
ଚାଉଳ ଧାନରୁ ବାହାରି ଥାଏ ବା ପ୍ରସ୍ତୁତ କରାଯାଇଥାଏ । ପ୍ରଥମେ ଧାନଚାଷ କରାଯାଇଥାଏ । ଧାନ ଅମଳ ପରେ ବିଭିନ୍ନ ଉପାୟରେ ଧାନରୁ ଚାଉଳ ହୁଏ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.