ଚାର୍ଲସ କୋରିଆ
ବାସ୍ତୁକାର ଓ ନଗର ଯୋଜନାବୀତ From Wikipedia, the free encyclopedia
ବାସ୍ତୁକାର ଓ ନଗର ଯୋଜନାବୀତ From Wikipedia, the free encyclopedia
ଚାର୍ଲସ କୋରିଆ ସ୍ୱାଧୀନ ଭାରତର ଜଣେ ଖ୍ୟାତନାମା ବାସ୍ତୁକାର ଓ ନଗର ଯୋଜନାବୀତ ଥିଲେ । ସେ ୫୦ବର୍ଷରୁ ଅଧିକା କାଳ ଧରି ସ୍ଥାପତ୍ୟ କଳାରେ ସକ୍ରିୟ ଥିଲେ । ତାଙ୍କର ଡିଜାଇନ୍ କରାଯାଇଥିବା ଘର, ଅଫିସ୍ ଘର,ଶିଖ୍ୟା କ୍ୟାମ୍ପସ୍ ,ନଗର ଯୋଜନା ଆମ ଦେଶର ସବୁ କୋଣରେ ଆଛି ।
ଚାର୍ଲସ କୋରିଆ | |
---|---|
ଜନ୍ମ | ୧ ସେପ୍ଟେମ୍ବେର୍ ୧୯୩୦ ସିକନ୍ଦରାବାଦ |
ମୃତ୍ୟୁ | ୧୬ ଜୁନ ୨୦୧୫ ମୁମ୍ବାଇ |
ଜାତୀୟତା | ଭାରତୀୟ |
ବିଭାଗ | ସ୍ଥପତୀ, ବାସ୍ତୁକାର, ନଗର ଯୋଜନାବୀତ |
ପ୍ରଶିକ୍ଷଣ | ମିସିଗାନ୍ ୟୁନିଭରସିଟି(୧୯୪୯-୫୩) , ମାସାଚୁସେଟ୍ସ ଇନଷ୍ଟିଟିଯୂଟ୍ ଓଫ୍ ଟେକ୍ନୋଲୋଜି (୧୯୫୩-୫୫) |
ପୁରସ୍କାର | ପଦ୍ମଶ୍ରୀ(୧୯୭୨),ରୟାଲ ଗୋଲ୍ଦ୍ ମେଡାଲ୍-ରିବା(୧୯୮୪) [1],ଅଗା ଖାଁ ଆୱ୍ଆର୍ଡ୍ ଫର୍ ଆର୍କିଟେକ୍ଚଚର୍(୧୯୯୮) [2],ପଦ୍ମବିଭୂଷଣ(୨୦୦୬) |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.