From Wikipedia, the free encyclopedia
ଚିଥ୍ରାରାଳ ଜୈନ ମନ୍ଦିର ଭାରତୀୟ ରାଜ୍ୟ ତାମିଲନାଡୁର କନ୍ୟାକୁମାରୀଠାରେ ଚିଥ୍ରାରାଳ ଗ୍ରାମ ନିକଟସ୍ଥ ଏକ ପାହାଡ ଉପରେ ନବମ ଶତାବ୍ଦୀରେ ନିର୍ମିତ ଏକ ଜୈନ ପ୍ରଶିକ୍ଷଣ କେନ୍ଦ୍ରର ଭଗ୍ନାବଶେଷ ।
ଚିଥ୍ରାରାଳ ଜୈନ ମନ୍ଦିର | |
---|---|
Chitharal Jain Monuments | |
Religion | |
ଅନୁବନ୍ଧଗୁଡ଼ିକ | Jainism |
Location | |
ସ୍ଥାନ | Marthandam, Kanyakumari district, Tamil Nadu |
ଏହି ଭଗ୍ନାବଶେଷ ମାରଥାଣ୍ଡମଠାରୁ 7 କିଲୋମିଟର ଓ କନ୍ୟାକୁମାରୀଠାରୁ 55 କିଲୋମିଟର ଦୂରରେ ଅବସ୍ଥିତ । [ଆଧାର ଲୋଡ଼ା]
ଚିତ୍ରାରାଳର ଇତିହାସିକ ନାମ ଚିରୁଚରନାଥୁପଲ୍ଲୀ ଥିଲା , ଯାହାକୁ ଦିଗମ୍ବର ଜୈନମାନେ ଆବାସ କରିଥିଲେ । ଏଠାରେ ଥିବା ପାହାଡରେ ଥିବା ଗୁମ୍ଫାରେ ପ୍ରସ୍ତର ଖୋଦିତ ତିରଥଙ୍କର ଓ ଅନନ୍ୟ ଆରାଧ୍ୟଙ୍କ ମୂର୍ତି ରହିଛି । ଏହା ସବୁ ନବମ ଶତାବ୍ଦୀର କୀର୍ତ୍ତି ।[1][2] ଏଠାରେ ପ୍ରସରରୁ ଖୋଦିତଦେବୀ ଧର୍ମଦେବୀ[3]ଙ୍କ ମୂର୍ତି ମଧ୍ୟ ରହିଛି । 610 ମସିହାରୁ 640 ମସିହା ଯାଏ ରାଜୁତି କରିଥିବା ରାଜା ମହେନ୍ଦ୍ରବର୍ମନଙ୍କଦ୍ୱାରା ଜୈନ ଧର୍ମର ପ୍ରସାରଣକୁ ଉତଶାହ ମିଳିଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.