ଜଗତସିଂହପୁର ଜିଲ୍ଲା
ଓଡ଼ିଶାର ଏକ ଜିଲ୍ଲା, ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ଜଗତସିଂହପୁର, ଦେଶ ...
ଜଗତସିଂହପୁର | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ଜଗତସିଂହପୁର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୪ଟି ଆସନ
|
Area | |
• ଜିଲ୍ଲା | 1759 km2 (679 sq mi) |
Population (୨୦୧୧) | |
• ଜିଲ୍ଲା | ୧୧୩୬୬୦୪ |
• Density | 681/km2 (1,760/sq mi) |
• Urban | ୧୧୫୮୯୪ |
• Rural | ୧୦୨୦୭୧୦ |
• ୬ ବର୍ଷରୁ କମ ଶିଶୁ | ୧୦୩୫୧୭ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୫୪ xxx |
ତାର (ଏସ୍.ଟି.ଡ଼ି) | ୦୬ |
ଯାନବାହାନ ପଞ୍ଚୀକରଣ | OR-21 |
ଜିଲ୍ଲାପାଳ | ନାରାୟଣ ଚନ୍ଦ୍ର ଜେନା |
Website | Official website |
Close
ଜଗତସିଂହପୁର ଭାରତର ଓଡ଼ିଶା ରାଜ୍ୟର ଏକ ଜିଲ୍ଲା । ଜଗତସିଂହପୁର ଏକ ଜିଲ୍ଳା ଭାବରେ ୧ ଏପ୍ରିଲ ୧୯୯୩ରେ ଗଠିତ ହୋଇଥିଲା । ଏହି ଜିଲ୍ଳାରେ ପାରାଦୀପ ବନ୍ଦର ଏବଂ ଅନେକ ସାର କାରଖାନା ଅଛି ।
ଏଠାରେ ପ୍ରସିଦ୍ଧ ସାରଳା ପୀଠ ରହିଛି । ସାହିତ୍ୟର କେତେଜଣ ମହନୀୟ ସ୍ରଷ୍ଟା ସାରଳା ଦାସ, ଜାତୀୟ କବି ବୀରକିଶୋର, ଗୋପାଳ ଛୋଟରାୟ, ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ ଏଠାରେ ଜନ୍ମ ନେଇଥିଲେ ।