ଜଗଦୀଶ ମହାନ୍ତି
ଓଡ଼ିଆ ଲେଖକ / From Wikipedia, the free encyclopedia
ଜଗଦୀଶ ମହାନ୍ତି (୧୭ ଫେବୃଆରୀ ୧୯୫୧[1] - ୨୯ ଡିସେମ୍ବର ୨୦୧୩)[2] ଜଣେ ଓଡ଼ିଆ ଲେଖକ,[3] ଓଡ଼ିଆ ଗଳ୍ପରେ ନୂଆ ଧାରାର ଆବାହକ ଭାବରେ ସେ ପରିଚିତ ଥିଲେ।
Quick Facts ଜଗଦୀଶ ମହାନ୍ତି, ଜନ୍ମ ଓ ଜନ୍ମସ୍ଥାନ ...
ଜଗଦୀଶ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1951-02-17)୧୭ ଫେବୃଆରୀ ୧୯୫୧ ଗୋରୁମହିଷାଣି, ମୟୂରଭଞ୍ଜ ଜିଲ୍ଲା |
ମୃତ୍ୟୁ | ୨୯ ଡିସେମ୍ବର ୨୦୧୩(2013-12-29) (ବୟସ ୬୨) ବେଲପାହାଡ଼, ଓଡ଼ିଶା |
ବୃତ୍ତି | ଔପନ୍ୟାସିକ, ଗାଳ୍ପିକ, କବି, ପ୍ରାବନ୍ଧିକ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ସୁନା ଇଲିସି, କନିଷ୍କ କନିଷ୍କ |
ପୁରସ୍କାର | ଶାରଳା ପୁରସ୍କାର, |
ଜୀବନସାଥୀ | ସରୋଜିନୀ ସାହୁ |
Close
ସେ ଓଡ଼ିଆ ଲେଖିକା ସରୋଜିନୀ ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।[4]
ଉପନ୍ୟାସ
- କନିଷ୍କ କନିଷ୍କ
- ନିଜ ନିଜ ପାନିପଥ
- ଉତ୍ତରାଧିକାର
- ଦୁର୍ଦ୍ଦିନ
- ଅଦୃଶ୍ୟ ସକାଳ
କ୍ଷୁଦ୍ର ଗଳ୍ପ
- ଏକାକୀ ଅଶ୍ୱରୋହୀ
- ଦକ୍ଷିଣ ଦୁଆରୀ ଘର
- ଇର୍ଷା ଏକ ଋତୁ
- ଆଲବମ
- ଦିପହର ଦେଖିନଥିବା ଲୋକଟିଏ
- ଯୁଦ୍ଧକ୍ଷେତ୍ରେ ଏକା
- ମେଫେଷ୍ଟୋଫେଲେସ-ର ପୃଥିବୀ
- ନିଆଁ ଓ ଅନ୍ୟାନ୍ୟ ଗଳ୍ପ
- ସୁନା ଇଲିସି
- ସୁନ୍ଦରତମ ପାପ
- ସତୁରୀର ଜଗଦୀଶ
- ବୀଜ ବୃକ୍ଷ ଛାୟା
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୦)- କନିଷ୍କ କନିଷ୍କ[5]
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୫ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[6]
- ଶାରଳା ପୁରସ୍କାର[7] (୨୦୦୩), ବହି- ସୁନା ଇଲିସି
- ବିଜୟକୃଷ୍ଣ ମହାନ୍ତି ଗଳ୍ପ ସମ୍ମାନ, ୨୦୧୦ (ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର) [8]
- ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୨ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଧରିତ୍ରୀ ପୁରସ୍କାର
- "Sarojini Sahoo: Translations by Jagadish Mohanty". Retrieved 12 December 2019.
- "Top Odia writer Jagadish Mohanty run over by train". Odisha Sun Times. Retrieved 30 December 2013.
- SHYAMHARI CHAKRA (21 May 2010). "The write word". The Hindu. Retrieved 3 January 2011.
- Sarojini Sahoo's Official web site. Accessed 11 August 2007
- "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 June 2016. Retrieved 12 December 2019.
- "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - "ଶାରଳା ପୁରସ୍କାର ବିଜେତାଙ୍କ ତାଲିକା". Archived from the original on 2011-11-08. Retrieved 2011-10-01.
- "Book fair committee announces awards". The Hindu. 15 February 2010. Archived from the original on 20 February 2010. Retrieved 3 January 2011.
Lua error in package.lua at line 80: module 'Module:Authority control/config' not found.