From Wikipedia, the free encyclopedia
ଜୋବାତ ରାଜ୍ୟ [1] ପ୍ରାକ୍ତନ ବ୍ରିଟିଶ ଶାସନାଧୀନ ଭାରତର ଏକ ରାଜକୀୟ ରାଜ୍ୟ ଥିଲା । ବ୍ରିଟିଶମାନେ ଏହାକୁ ଏକ ଅଧୀନ ରାଜ୍ୟ କଳା ପରେ ଏହା ଭୋପାୱାର ଏଜେନ୍ସିଦ୍ୱାରା ପରିଚାଳିତ ହେଲା । ଏହହୀ ରାଜ୍ୟର ଆୟତନ 339 ବର୍ଗ କିଲୋମିଟର ଥିଲା ଓ 1901ରେ ଏହାର ଜନସଂଖ୍ୟା 9,443 ଥିଲା ।
ଜୋବାତ ରାଜ୍ୟ जोबत रियासत | |||||
Princely State | |||||
| |||||
Jobat State in the Imperial Gazetteer of India | |||||
History | |||||
• | Established | 15th century | |||
• | Accession to the Union of India | 1948 | |||
Area | |||||
• | 1901 | ୩୩୯ km2 (୧୩୧ sq mi) | |||
Population | |||||
• | 1901 | ୯,୪୪୩ | |||
Density | ୨୭.୯ /km2 (୭୨.୧ /sq mi) | ||||
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help) |
ଏହି ରାଜ୍ୟ 15 ଶ ଶତାବ୍ଦୀରେ ଆଲିରାଜପୁର ରାଜ୍ୟର ବଂଶଜ ଙ୍କ[2]ଦ୍ୱାରା ସ୍ଥାପିତ ହେଇଥିଲା । 1948 ମସିହା[3]ରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘରେ ସମ୍ମିଳିତ ହେଲା । ଏହା ପ୍ରଥମେ ମଧ୍ୟ ଭାରତ ପ୍ରଦେଶ ରେରହି 1956 ମସିହାରେ ମଧ୍ୟ ପ୍ରଦେଶର ଅଂଶ ହେଇ ରହିଲା ।
" ରାଣା " ଉପାଧି ଗ୍ରହଣ କରିଥିବା ଶାସକମାନେ ହିନ୍ଦୁ ଥିଲେ । [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.