ଡୁଲୋକ୍ସେଟିନ (ଇଂରାଜୀ ଭାଷାରେ Duloxetine, ଏକ ବ୍ୟବସାୟୀକ ନାମ ସିମ୍ବାଲ୍ଟା/ Cymbalta)[1] ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ, ଜେନେରାଲାଇଜଡ ଆଙ୍ଗଜାଇଟି ଡିଜଅର୍ଡ଼ର (generalized anxiety disorder), ଫାଇବ୍ରୋମ୍ୟାଲ୍‌ଜିଆ, ଓ ନିଉରୋପାଥିକ ଯନ୍ତ୍ରଣା (neuropathic pain) ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ ।[2] ଏହା ପାଟିରେ ଦିଆଯାଏ ।[2]

Quick Facts Clinical data, Trade names ...
ଡୁଲୋକ୍ସେଟିନ
Thumb
Thumb
Clinical data
Trade namesCymbalta, others[1]
AHFS/Drugs.commonograph
MedlinePlusa604030
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    Drug classSerotonin–norepinephrine reuptake inhibitor
    ATC code
    Legal status
    Legal status
    • AU: S4 (Prescription only)
    • CA: ℞-only
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability~ 50% (32% to 80%)
    Protein binding~ 95%
    MetabolismLiver, two P450 isozymes, CYP2D6 and CYP1A2
    Elimination half-life12 hours
    Excretion70% in urine, 20% in feces
    Identifiers
    IUPAC name
    • (+)-(S)-N-Methyl-3-(naphthalen-1-yloxy)-3-(thiophen-2-yl)propan-1-amine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.116.825 Edit this at Wikidata
    Chemical and physical data
    FormulaC18H19NOS
    Molar mass297.41456 g/mol
    3D model (JSmol)
    SMILES
    • CNCC[C@@H](C1=CC=CS1)OC2=CC=CC3=CC=CC=C32
    InChI
    • InChI=1S/C18H19NOS/c1-19-12-11-17(18-10-5-13-21-18)20-16-9-4-7-14-6-2-3-8-15(14)16/h2-10,13,17,19H,11-12H2,1H3/t17-/m0/s1 checkY
    • Key:ZEUITGRIYCTCEM-KRWDZBQOSA-N checkY
     ☒NcheckY (what is this?)  (verify)
    Close

    ଡୁଲୋକ୍ସେଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ଅଇ, ଥକ୍କାଣ ଅନୁଭବ, ମୁଣ୍ଡ ଓଜନିଆ, ଉତ୍ତେଜନା, ଯୌନ ସମସ୍ୟା ଓ ଅଧିକ ସ୍ୱେଦ ନିର୍ଗତ ହୁଏ ।[2] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ସଙ୍କଟ, ସେରୋଟୋନିନ ସିଣ୍ଡ୍ରୋମ, ମାନିଆ (mania), ଓ ଯକୃତ ସମସ୍ୟ (liver problems) ହୋଇପାରେ ।[2] ଏହି ଔଷଧ ବନ୍ଦ କରିଦେଲେ ଆଣ୍ଟିଡିପ୍ରେସାଣ୍ଟ ଉଇଥଡ୍ରଆଲ ସିଣ୍ଡ୍ରୋମ (Antidepressant withdrawal syndrome) ସୃଷ୍ଟି ହୋଇପାରେ । [2] ଗର୍ଭାବସ୍ଥାର ଶେଷ ଭାଗରେ ଏହା ଶିଶୁର କ୍ଷତି କରିପାରେ ।[2] ଏହା ଏକ ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ ଇନହିବିଟର (serotonin–norepinephrine reuptake inhibitor) ଔଷଧ ।[3] ଏହାର କାର୍ଯ୍ୟବିଧି ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । [2]

    ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୨୦୦୪ରେ ଡୁଲୋକ୍ସିଟିନ ସ୍ୱୀକୃତ ହୋଇଥିଲା ।[2] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[3] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୨୦ ଆମେରିକୀୟ ଡଲାର ଥିଲା ।[4] ସନ ୨୦୧୬ରେ ଏହାର ୧୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୪୮ତମ ସ୍ଥାନ ଅଧିକାର କରିଥିଲା । [5]

    ଆଧାର

    ବାହ୍ୟ ଲିଙ୍କ

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.