ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ADHD) ଏବଂ ନିଦ୍ରାବେଶର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । From Wikipedia, the free encyclopedia
ଡେକ୍ସଟ୍ରୋଆମ୍ପେଟାମିନ ( ଡି-ଏମ୍ପି ), ଯାହା ଡେକ୍ସାମଫେଟାମାଇନ୍ ଭାବରେ ମଧ୍ୟ ଜଣାଶୁଣା, ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ADHD) ଏବଂ ନିଦ୍ରାବେଶର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [13] ମେଦବହୁଳତା ପାଇଁ ଏହା ସ୍ୱଳ୍ପକାଳୀନ ବ୍ୟବହୃତ ହୋଇଥିବାବେଳେ, ଏପରି ବ୍ୟବହାର ଆଉ ସୁପାରିଶ କରାଯାଏ ନାହିଁ ।[14] ଏହା ପାଟିରେ ଦିଆଯାଏ ।[13] ଏହା କାର୍ଯ୍ୟ କାର୍ଯ୍ୟ ଦକ୍ଷତା, ଖେକ କୁଦ ପ୍ରଦର୍ଶନ ଏବଂ ସାମରିକ ବାହିନୀଦ୍ୱାରା ଉନ୍ନତ ହେବା ପାଇଁ ମଧ୍ୟ ବ୍ୟବହୃତ ହୋଇଛି । [15]
Clinical data | |
---|---|
Pronunciation | /ˌdɛkstroʊæmˈfɛtəmiːn/ |
Trade names | Dexedrine, DextroStat, Metamina, Attentin, Zenzedi, others |
Synonyms | D-amphetamine, dexamfetamine, dexamphetamine, (S)-amphetamine, (+)-amphetamine, dexamfetamine sulfate |
AHFS/Drugs.com | monograph |
MedlinePlus | a605027 |
data |
|
Pregnancy category |
|
Dependence liability | Moderate-high[1][2] |
Addiction liability | Moderate-high[1][2] |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | By mouth: 75–100%[3] |
Protein binding | 15–40%[4] |
Metabolism | CYP2D6,[5] DBH,[6] FMO3[7] |
Onset of action | IR dosing: 0.5–1.5 hours[8] |
Elimination half-life | 9–11 hours[5][9] pH-dependent: 7–34 hours[10] |
Duration of action | IR dosing: 3–6 hours[11] XR dosing: 8–12 hours[2][11] |
Excretion | Kidney (45%);[12] urinary pH-dependent |
Identifiers | |
IUPAC name
| |
ECHA InfoCard | 100.000.103 |
Chemical and physical data | |
Formula | C9H13N |
Molar mass | ୧୩୫.୨୧ g·mol−1 |
3D model (JSmol) | |
Density | 0.913 g/cm3 |
Boiling point | 201.5 °C (394.7 °F) |
Solubility in water | 20 mg/mL (20 °C) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଶୋଇବାରେ ଅସୁବିଧା, ଦୃତ ହୃତ୍ଗତି, ଉଚ୍ଚ ରକ୍ତଚାପ, ଉଦ୍ବେଗ, କମ୍ପନ ଏବଂ ତରଳ ଝାଡ଼ା ଅନ୍ତର୍ଭୁକ୍ତ । [14] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କାର୍ଡିଓମାଇଓପାଥି, ଅପବ୍ୟବହାର, ସାଇକୋସିସ୍, ଆକ୍ରୋଶ ଏବଂ ବାତ ହୋଇପାରେ । [14] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର ଅପରିପକ୍ୱତା ହୋଇପାରେ ।[14] ଏହା ଏକ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (CNS) ଉତ୍ତେଜକ ଏବଂ ଆମ୍ଫେଟାମିନର ଆଇସୋମର୍ । [14]
୧୯୩୭ ମସିହାରେ ଡେକ୍ସଟ୍ରୋଆମ୍ପେଟାମିନ ଚିକିତ୍ସା ବ୍ୟବହାରରେ ଆସିଥିଲା ।[16] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [13] ଯୁକ୍ତରାଜ୍ୟରେ ୨୦ମିଗ୍ରାର ୩୦ଟି ଟାବଲେଟର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £ ୮୦ ଥିଲା ।[13] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୦ ଡଲାର ଅଟେ। [17] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ II ନିୟନ୍ତ୍ରିତ ପଦାର୍ଥ ।[18]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.