![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/74/Koel_river_Jaraikela_Orissa.png/640px-Koel_river_Jaraikela_Orissa.png&w=640&q=50)
ଦକ୍ଷିଣ କୋଏଲ ନଦୀ
From Wikipedia, the free encyclopedia
ଦକ୍ଷିଣ କୋଏଲ ନଦୀ ବା କୋଏଲ ନଦୀ ଭାରତର ଝାଡ଼ଖଣ୍ଡ ଏବଂ ଓଡ଼ିଶା ରାଜ୍ୟ ଭିତର ଦେଇକି ପ୍ରବାହିତ ହେଉଅଛି । ଏହି ନଦୀର ଉତ୍ପତ୍ତି ଛୋଟନାଗପୁର ମାଳଭୂମିରେ ରାଞ୍ଚି ନିକଟବର୍ତ୍ତୀ ଅଞ୍ଚଳରେ ହୋଇଛି। ଏହି ନଦୀର ମୁଖ୍ୟ ଉପନଦୀଗୁଡ଼ିକ ହେଲେ ଦକ୍ଷିଣ କାରୋ ନଦୀ ଏବଂ ଉତ୍ତର କାରୋ ନଦୀ[1]। କୋଏଲ ନଦୀ ପାନପୋଷ, ଓଡ଼ିଶାରେ ଶଙ୍ଖ ନଦୀ ସହିତ ମିଳିତ ହୋଇ ବ୍ରାହ୍ମଣୀ ନଦୀ ଗଠନ ହୋଇଥାଏ ।
Quick Facts ଦେଶ, ରାଜ୍ୟ ...
ଦକ୍ଷିଣ କୋଏଲ ନଦୀ | |
River | |
ଦକ୍ଷିଣ କୋଏଲ ନଦୀ, ଜାରାଇକେଲା, ଓଡ଼ିଶା | |
ଦେଶ | ଭାରତ |
---|---|
ରାଜ୍ୟ | ଝାଡ଼ଖଣ୍ଡ, ଓଡ଼ିଶା |
Tributaries | |
- left | ଦକ୍ଷିଣ କାରୋ ନଦୀ |
- right | ଉତ୍ତର କାରୋ ନଦୀ |
City | ମନହରପୁର |
Source | |
- location | ରାଞ୍ଛି ପାଖରେ, ଛୋଟନାଗପୁର ମଳଭୂମି |
Mouth | ବ୍ରାହ୍ମଣୀ ନଦୀ |
- location | ବେଦବ୍ୟାସ,ରାଉରକେଲା,ଓଡ଼ିଶା |
- coordinates | 22°14′45″N 84°47′02″E |
Close