ନର୍ଏପିନେଫ୍ରିନ (ଔଷଧ)
From Wikipedia, the free encyclopedia
ନର୍ଏପିନେଫ୍ରିନ (Norepinephrine, ଅନ୍ୟ ନାମ ନରଆଡ୍ରେନାଲିନ/ noradrenaline, ଏକ ଔଷଧ (medication) ଯାହା ଅତି ଅଳ୍ପ ଅଳ୍ପ ରକ୍ତଚାପ (low blood pressure) ରୋଗର ଚିକିତ୍ସାରେ ଦିଆଯାଏ ।[1] ବିଶେଷତଃ ସେପ୍ସିସ (sepsis) ଥିଲେ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ ଦେଲେ ମଧ୍ୟ କୌଣସି ଉପକାର ନ ମିଳିଲେ ଏହା ଦିଆଯାଏ ।[2] ଏହା ନିଉରୋଟ୍ରାନ୍ସମିଟର (neurotransmitter) କାମ କରୁଥିବା ଓ ହରମୋନ ନର୍ଏପିନେଫ୍ରିନ ସହିତ ସମାନ । ଏହା ଶିରାଭ୍ୟନ୍ତର ଇଞ୍ଜେକସନ (slow injection into a vein) ଆକାରରେ ଦିଆଯାଏ । .[1]
Clinical data | |
---|---|
Trade names | Levarterenol, Levophed, Norepin, other |
Synonyms | Noradrenaline (R)-(–)-Norepinephrine l-1-(3,4-Dihydroxyphenyl)-2-aminoethanol |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous |
ATC code |
|
Physiological data | |
Source tissues | Locus coeruleus; sympathetic nervous system; adrenal medulla |
Target tissues | System-wide |
Receptors | α1, α2, β1, β3 |
Agonists | Sympathomimetic drugs, clonidine, isoprenaline |
Antagonists | Tricyclic antidepressants, Beta blockers, antipsychotics |
Metabolism | MAO-A; COMT |
Legal status | |
Legal status |
|
Pharmacokinetic data | |
Metabolism | MAO-A; COMT |
Excretion | Urine (84–96%) |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
Chemical and physical data | |
Formula | C8H11NO3 |
Molar mass | 169.18 g/mol |
3D model (JSmol) | |
Density | 1.397±0.06 g/cm3 |
Melting point | 217 °C (423 °F) (decomposes) |
Boiling point | 442.6 °C (828.7 °F) ±40.0°C |
SMILES
| |
InChI
| |
(verify) |
ଏହାର ପ୍ରତିକ୍ରିୟାରେ ସାଧାରଣତଃ ମୁଣ୍ଡବଥା, ଧୀର ହୃତ୍ପିଣ୍ଡ ଗତି ଓ ଉତ୍କଣ୍ଠା (anxiety) ଦେଖାଯାଏ । ଅନିୟମିତ ହୃତ୍ପିଣ୍ଡ ଗତି (irregular heartbeat) ମଧ୍ୟ ହୋଇପାରେ । ଇଞ୍ଜେକସନ ଦେଉଥିବା ସ୍ଥାନର ଶିରାରୁ ଏହା ଲିକ୍ ହୋଇଗଲେ ଅବୟବ ରକ୍ତଶୁନ୍ୟ (limb ischemia) ହୋଇଯାଏ । ଏହି ଭଳି ଅବସ୍ଥା ହେଲେ ଉକ୍ତ ସ୍ଥାନରେ ଫେଣ୍ଟୋଲାମିନ (phentolamine) ଇଞ୍ଜେକସନ ଦେଲେ ପରିସ୍ଥିତିର ଉନ୍ନତି ହୋଇପାରେ । ଆଲଫା ଆଡ୍ରେନର୍ଜିକ ରିସେପ୍ଟର (alpha adrenergic receptors) ସହିତ ସଂଯୁକ୍ତ ହୋଇ ଏହା କାର୍ଯ୍ୟକ୍ଷମ ହୁଏ ।[1]
ସନ ୧୯୪୬ରେ ନର୍ଏପିନେଫ୍ରିନ ଆବିଷ୍କୃତ ହୋଇ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫୦ରେ ସ୍ୱୀକୃତ ହୋଇଥିଲା ।[1][3] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[1] ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୪ମି:ଗ୍ରା: ଭାଏଲର ମୂଲ୍ୟ ୦.୪୨ ଆମେରିକୀୟ ଡଲାର । [4] ସଂଯୁକ୍ତ ରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୪.୪୦ ପାଉଣ୍ଡ ।[5]