ପଦ୍ମଶ୍ରୀ
ଭାରତର ବେସାମରିକ ସମ୍ମାନ / From Wikipedia, the free encyclopedia
ପଦ୍ମଶ୍ରୀ, ଭାରତ ସରକାରଙ୍କଦ୍ୱାରା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଉଥିବା ଏକ ବେସାମରିକ ସମ୍ମାନ । ଭାରତ ରତ୍ନ, ପଦ୍ମ ବିଭୂଷଣ ଏବଂ ପଦ୍ମ ଭୂଷଣ ପରେ ପଦ୍ମଶ୍ରୀ ଭାରତର ଚତୁର୍ଥ ସର୍ବୋଚ୍ଚ ସମ୍ମାନ । ଏହା ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଦାନ କରାହୋଇଥାଏ।[1]
Quick Facts ପଦ୍ମଶ୍ରୀ, ପ୍ରଥମ ପୁରସ୍କାର ...
ପଦ୍ମଶ୍ରୀ | |
---|---|
[[File:|150px|alt=]] | |
ପ୍ରଥମ ପୁରସ୍କାର | ୧୯୫୪ |
ଶେଷ ପୁରସ୍କାର | ୨୦୨୩ |
ମୁଖ୍ୟ ୱେବସାଇଟ | www |
ପ୍ରକାର | ନାଗରିକ |
ଶ୍ରେଷ୍ଠତା | |
ପରବର୍ତ୍ତୀ (ଉଚ୍ଚତର) | ପଦ୍ମ ଭୂଷଣ |
Close