ପୁରୀ ଜିଲ୍ଲା
ଓଡିଶାର ଏକ ଜିଲ୍ଲା, ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ପୁରୀ, ଦେଶ ...
ପୁରୀ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା[1] | ପୁରୀ, ଜଗତସିଂହପୁର |
ଭାଷା | ଓଡ଼ିଆ, ଇଂରାଜୀ |
Named for | ଶ୍ରୀକ୍ଷେତ୍ର |
ବିଧାନ ସଭା | ୫ଟି ଆସନ |
Area | |
• ଜିଲ୍ଲା | 3,634 km2 (1,403 sq mi) |
• ବେଳାଭୂମି | 81 km2 (31 sq mi) |
Population (୨୦୧୧) | |
• ଜିଲ୍ଲା | ୧୬୯୭୯୮୩ |
• Rank | ଓଡ଼ିଶାରେ ନବମ (୯/୩୦) |
• Density | 609/km2 (1,580/sq mi) |
• Urban | ୨୬୫୪୪୬ |
• Rural | ୧୪୩୨୫୩୭ |
• ୬ ବର୍ଷରୁ କମ ଶିଶୁ | ୧୬୪୩୮୮ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୨***[2] |
Area code | +୦୬୭୮୨ |
ଯାନବାହାନ ପଞ୍ଚୀକରଣ | OD-13 |
Website | Official website |
Close
ପୁରୀ ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୬୦ କିମି ଦୁରରେ ଅବସ୍ଥିତ । ପୁରୀ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।