ପ୍ରଫୁଲ୍ଲ କୁମାର ଜେନା
ଧାତବ ବିଜ୍ଞାନୀ / From Wikipedia, the free encyclopedia
ପ୍ରଫୁଲ୍ଲ କୁମାର ଜେନା (ଜନ୍ମ: ୨୭ ଡିସେମ୍ବର ୧୯୩୧) ଜଣେ ଧାତବ ବିଜ୍ଞାନୀ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଇଣ୍ଟରଡିସିପ୍ଲିନାରି ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର (ପୂର୍ବତନ ରିଜିଓନାଲ ରିସର୍ଚ୍ଚ ଲାବୋରେଟରି)ପୂର୍ବତନ ନିର୍ଦ୍ଦେଶକ । [1] ଟାଟା ଚେୟାର ଅଫ ଦି ଡିସ୍ଟିଙ୍ଗୁଇସଡ ପ୍ରଫେସର ଭାବରେ ଆଇଆଇଟି, ଖଡ଼ଗପୁରର ଡିପାର୍ଟମେଣ୍ଟ ଅଫ ମେଟାଲର୍ଜିକାଲ ଇଞ୍ଜିନିଅରିଙ୍ଗରେ ଥିଲେ । [1] ସନ ୧୯୭୭ରେ ଭାରତ ସରକାର ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ କରିଥିଲେ ।
- ଏହି ଲେଖାଟି ପଦ୍ମଶ୍ରୀ ସମ୍ମାନିତ ଧାତବ ବିଜ୍ଞାନୀଙ୍କ ବାବଦରେ । ସମନାମଧାରୀ ଭଣ୍ଡାରୀପୋଖରୀ ବିଧାୟକଙ୍କ ନିମନ୍ତେ, ପ୍ରଫୁଲ୍ଲ କୁମାର ଜେନା (ରାଜନେତା) ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ପ୍ରଫୁଲ୍ଲ କୁମାର ଜେନା, ଜନ୍ମ ...
ପ୍ରଫୁଲ୍ଲ କୁମାର ଜେନା | |
---|---|
ଜନ୍ମ | (1931-12-27) ୨୭ ଡିସେମ୍ବର ୧୯୩୧ (ବୟସ ୯୨) ଓଡ଼ିଶା |
ବୃତ୍ତି | ଧାତବ ବିଜ୍ଞାନୀ |
ପୁରସ୍କାର | ପଦ୍ମଶ୍ରୀ |
Close