ପ୍ରବାସିନୀ ମହାକୁଡ଼
ଓଡ଼ିଆ କବୀ / From Wikipedia, the free encyclopedia
ପ୍ରବାସିନୀ ମହାକୁଡ଼(ଜନ୍ମ: ୨୪ ନଭେମ୍ବର ୧୯୫୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଓ ଅନୁବାଦକ । [1] ୨୦୦୯ ମସିହାରେ ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା ପୁସ୍ତକ ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।
Quick Facts ପ୍ରବାସିନୀ ମହାକୁଡ଼ ତିୱାରୀ, Born ...
ପ୍ରବାସିନୀ ମହାକୁଡ଼ ତିୱାରୀ | |
---|---|
Born | (1957-11-24) ୨୪ ନଭେମ୍ବର ୧୯୫୭ (ବୟସ ୬୬) କୋକାସରା, କଳାହାଣ୍ଡି |
Nationality | ଭାରତୀୟ |
Awards | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
Close
ପ୍ରବାସିନୀ ୧୯୫୭ ମସିହାରେ କଳାହାଣ୍ଡି ଜିଲ୍ଲାର କୋକସରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେମାନେ ଥିଲେ ତିନି ଭଉଣୀ । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ପିଲାଦିନ ବିତିଥିଲା । ସେ ଓଡ଼ିଆରେ ସ୍ନାତକତ୍ତୋର ପାଠ ପଢିଛନ୍ତି ।[2] କିଶୋର ସାହିତ୍ୟ ପତ୍ରିକା "ସୌରଭ"ରେ ତାଙ୍କର ପ୍ରଥମ ଲେଖା ପ୍ରକାଶିତ ହୋଇଥିଲା । ପ୍ରଥମ କବିତା "ସ୍ୱରାଜ" ଖବର କାଗଜରେ ପ୍ରକାଶ ପାଇଥିଲା । ତାଙ୍କ ପ୍ରଥମ ଉପନ୍ୟାସିକା "ସୁପର୍ଣ୍ଣା" ଓ ପ୍ରଥମ କବିତା ପୁସ୍ତକ "ମୁହୂର୍ତ୍ତ ମୁହୂର୍ତ୍ତ" ପ୍ରେଣ୍ଡ ପବ୍ଲିସରସ ପ୍ରକାଶ କରିଥିଲେ ।
- ମୁହୂର୍ତ୍ତ ମୁହୂର୍ତ୍ତ
- ଆଧାରଶିଳା
- ପରମା
- ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା
- ଜିପ୍ସୀ ଝିଅ
- କେହିଜଣେ ଶୁଭାଙ୍ଗୀ
- ନଭେମ୍ବର ମୋର ଜନ୍ମମାସ
- କଥା କୁହ କବିତା
- ନାଆଁର ଊର୍ଦ୍ଧ୍ୱରେ
- ପ୍ରତିଥର ଶୋଷ
- ଅପରାଜିତାର ଦିନରାତି
- ଅକାଳରେ ସାରସ (କେଦାରନାଥ ସିଂଙ୍କର ହିନ୍ଦୀ କବିତାପୁସ୍ତକ 'ଅକାଳ ମେଁ ସାରସ'ର ଅନୁବାଦ)[3]
- "Poets gather to exchange creative thoughts". telegraphindia.com. Retrieved 16 December 2018.
- Susie J. Tharu; Ke Lalita (1991). Women Writing in India: The twentieth century. Feminist Press at CUNY. pp. 594–. ISBN 978-1-55861-029-3.
- Kedarnath Singh (1 January 2004). Akalare Sarasa. Sahitya Akademi Publications. ISBN 978-81-260-1976-2.
- "ଅଳ୍ପ ଆଳାପ". No. ସମ୍ବାଦ ୧୦/୦୪/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. ଇଷ୍ଟର୍ଣ୍ଣ ମିଡିଆ. Archived from the original on 4 October 2020. Retrieved 4 October 2020.