ପ୍ରଭାତ ପଟ୍ଟନାୟକ
ଓଡ଼ିଆ ଅର୍ଥନୀତିଜ୍ଞ / From Wikipedia, the free encyclopedia
ପ୍ରଭାତ ପଟ୍ଟନାୟକ(ଜନ୍ମ: ୧୯ ସେପ୍ଟେମ୍ବର ୧୯୪୫) ଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଅର୍ଥନୈତିଜ୍ଞ ।[1] ସେ କେରଳର ପ୍ଲାନିଙ୍ଗ ବୋର୍ଡ଼ର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟକରିସାରିଛନ୍ତି । ୨୦୧୮ ମସିହାରେ ପ୍ରଭାତଙ୍କୁ ଉତ୍କଳ ସାହିତ୍ୟ ସମାଜର "ଉତ୍କଳ ରତ୍ନ" ସମ୍ମାନ ପ୍ରଦାନ କରାଯାଇଥିଲା । ବହୁ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାରେ ତାଙ୍କ ଲିଖିତ ସ୍ତମ୍ଭ ପ୍ରକାଶ ପାଇଥାଏ ।[2][3][4][5]
Quick Facts ପ୍ରଭାତ ପଟ୍ଟନାୟକ, ଜନ୍ମ ...
ପ୍ରଭାତ ପଟ୍ଟନାୟକ | |
---|---|
ଜନ୍ମ | (1945-09-19) ୧୯ ସେପ୍ଟେମ୍ବର ୧୯୪୫ (ବୟସ ୭୮) |
ବୈବାହିକ-ସାଥୀ | ଉତ୍ସା ପଟ୍ଟନାୟକ |
ପିତାମାତା(s) | ପ୍ରାଣନାଥ ପଟ୍ଟନାୟକ, ମଞ୍ଜରୀ ପଟ୍ଟନାୟକ |
Close