ପ୍ରଶାନ୍ତ କୁମାର ପଟ୍ଟନାୟକ
From Wikipedia, the free encyclopedia
ପ୍ରଶାନ୍ତ କୁମାର ପଟ୍ଟନାୟକ (ଜନ୍ମ : ୪ ମଇ ୧୯୪୩),ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜଣେ ଅର୍ଥନୀତିଜ୍ଞ । ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିବା ସହିତ,'ଅକ୍ସଫୋର୍ଡ଼ ଦାରିଦ୍ର୍ୟ ଓ ମାନବ ବିକାଶ'ର ଜଣେ ରିସର୍ଚ୍ଚ ଆସୋସିଏଟ ତଥା 'ମାନବ ବିକାଶ ଏବଂ କ୍ଷମତା' ଅନୁଷ୍ଠାନର ରିସର୍ଚ୍ଚ ଫେଲୋ ଅଟନ୍ତି । ସେ ଅମର୍ତ୍ୟ ସେନ ଓ କିନିଥ ଆରୋଙ୍କ ସହିତ ମିଶି 'ସୋସିଆଲ ଚଏସ ଆଣ୍ଡ ୱେଲଫେଆର'(Social Choice and Welfare) ନାମକ ଏକ ପତ୍ରିକା ସମ୍ପାଦନା କରନ୍ତି ।
Quick Facts ପ୍ରଶାନ୍ତ କୁମାର ପଟ୍ଟନାୟକ, ଜନ୍ମ ...
ପ୍ରଶାନ୍ତ କୁମାର ପଟ୍ଟନାୟକ | |
---|---|
ଜନ୍ମ | (1943-05-04) ୪ ମଇ ୧୯୪୩ (ବୟସ ୮୦) |
Institution | କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ |
Field | ସାମାଜିକ ପସନ୍ଦ ସିଦ୍ଧାନ୍ତ ଏବଂମାଇକ୍ରୋ-ଇକୋନୋମିକ୍ସ |
Alma mater | କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ |
Influences | ଅମର୍ତ୍ୟ ସେନ |
Close