, ଫୁରୋସେମାଇଡ,ବିକ୍ରୟ ନାମ ଲାସିକ୍ସ, ଏକ ଔଷଧ ଯାହା ହୃଦ୍‌ରୋଧ, ସିରୋସିସ, ବୃକ୍‌କ ରୋଗମାନଙ୍କରେ ହେଉଥିବା ଶୋଫ (ଜମିଥିବା ତରଳ ପଦାର୍ଥ)ର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । [1] ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ଏହା ଦିଆଯାଏ । ଔଷଧର ପରିମାଣ ରୋଗୀ ଉପରେ ନିର୍ଭର କରେ । ଏହା ଶିରାଭ୍ୟନ୍ତରରେ ବା ପାଟିରେ ଦିଆଯାଏ । ଶିରାଭ୍ୟନ୍ତରରେ ଦେଲେ ଏହା ୫ ମିନିଟ ମଧ୍ୟରେ ଓ ପାଟିରେ ଦେଲେ ଏକ ଘଣ୍ଟା ମଧ୍ୟରେ କାର୍ଯ୍ୟକ୍ଷମ ହୁଏ । [1]

Quick Facts Clinical data, AHFS/Drugs.com ...
ଫୁରୋସେମାଇଡ (INN, BAN)
Thumb
Thumb
Clinical data
AHFS/Drugs.commonograph
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    Oral, IV, IM
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability43-69%
    Metabolismhepatic and renal glucuronidation
    Onset of action30 to 60 min (PO), 5 min (IV)[1]
    Elimination half-lifeup to 100 minutes
    Excretionrenal 66%, biliary 33%
    Identifiers
    IUPAC name
    • 4-chloro-2-[(furan-2-ylmethyl)amino]- 5-sulfamoylbenzoic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.185 Edit this at Wikidata
    Chemical and physical data
    FormulaC12H11ClN2O5S
    Molar mass330.745 g/mol
    3D model (JSmol)
    SMILES
    • O=S(=O)(N)c1c(Cl)cc(c(C(=O)O)c1)NCc2occc2
    InChI
    • InChI=1S/C12H11ClN2O5S/c13-9-5-10(15-6-7-2-1-3-20-7)8(12(16)17)4-11(9)21(14,18)19/h1-5,15H,6H2,(H,16,17)(H2,14,18,19) checkY
    • Key:ZZUFCTLCJUWOSV-UHFFFAOYSA-N checkY
      (verify)
    Close

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଠିଆ ନିମ୍ନ ରକ୍ତଚାପ, ଟିନାଇଟସସୂର୍ଯ୍ୟ ସମ୍ଭେଦନ ଦେଖାଯାଏ । ସମ୍ଭାବ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସାଧାରଣ ବିଦ୍ୟୁତ୍ ବିଶ୍ଳେଷ୍ୟ (electrolyte abnormality), ନିମ୍ନ ରକ୍ତଚାପ ଓ ଶ୍ରବଣ ହାନୀ ଉଲ୍ଲେଖନୀୟ । ଚିକିତ୍ସାରେ ଥିବା ରୋଗୀଙ୍କର ନିୟମିତ ରକ୍ତ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । ଫୁରୋସେମାଇଡ ଏକ ପ୍ରକାର ଲୁପ ମୂତ୍ରବର୍ଦ୍ଧକ ଔଷଧ ଯାହା ବୃକ୍‌କରେ ସୋଡ଼ିଅମ ଅବଶୋଷଣ କମେଇଦିଏ ।[1]

    ସନ ୧୯୬୨ରେ ଫୁରୋସେମାଇଡ ଆବିଷ୍କୃତ ହୋଇଥିଲା ।[2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ପୃଥିବୀରେ ଏହା ହୋଲସେଲ ମୂଲ୍ୟ ଦୈନିକ ୦.୦୦୪ରୁ ୦.୦୨ ଆମେରକୀୟ ଡଲାର ।[4] ଆମେରିକାରେ ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଯାହାର ମୂଲ୍ୟ ଦିନ‌କୁ ପ୍ରାୟ ୦.୧୫ ଡଲାର ।[1] ବିଶ୍ୱ ଆଣ୍ଟ-ଡୋପିଙ୍ଗ ଏଜେନ୍ସିର ନିଷିଦ୍ଧ ଔଷଧ ମଧ୍ୟରେ ଏହାର ନାମ ଅଛି ଯେହେତୁ ଏହାଦ୍ୱାରା ଅନ୍ୟ ଔଷଧର କାମ ଲୁଚିଯାଏ (mask) ।[5] ଘୋଡ଼ାମାନଙ୍କର ବ୍ୟାୟାମ ଜନିତ ଫୁସଫୁସ ରକ୍ତସ୍ରାବର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଏହି ଔଷଧ ବ୍ୟବ‌ହାର ହୁଏ ।[6][7]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.